Masthead

ବିଜେଡି ଛାଡିଲେ ଶ୍ରଦ୍ଧାଞ୍ଜଳୀ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡି ଛାଡିଲେ ରାଜ୍ୟ ମହିଳା ଉପସଭାପତି ଶ୍ରଦ୍ଧାଞ୍ଜଳି ରାଏ । ବରିଷ୍ଠ ବିଜେଡି ନେତ୍ରୀ ପ୍ରାଥମିକ ପଦରୁ ଦେଲେ ଇସ୍ତଫା । ବିଜେଡି ନେତ୍ରୀ ଶ୍ରଦ୍ଧାଞ୍ଜଳି ଦଳ ଛାଡ଼ିବା ବାଲେଶ୍ୱର ବିଜେଡିକୁ ବଡ଼ ଝଟକା । ବାଲେଶ୍ୱର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇ ଲଢିବାକୁ ଆଶା ରଖିଥିଲେ ଶ୍ରଦ୍ଧାଞ୍ଜଳି ରାଏ । ହେଲେ ବିଜେଡି ତାଙ୍କୁ ନିରାଶ କରିଛି । ଦୀର୍ଘ ଦିନ ଧରି ବିଜେଡି ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରେ କାର୍ଯ୍ୟ କରୁଥିଲେ ମହିଳା ନେତ୍ରୀ ।

ଶ୍ରଦ୍ଧାଞ୍ଜଳୀ କହିଛନ୍ତି ଯିଏ ଦିନେ ବିଜେଡିକୁ ସମାଲୋଚନା କରି ରାଜ୍ୟ ସରକାରଙ୍କ ଉପରେ ଗାଳି କରୁଥିଲା ସେ ଆଜି ଦଳର ସାଂସଦ ପ୍ରାର୍ଥୀ । ବିଜେଡିର ଯେଉଁ ନେତା ମାନେ ବିଜୁ ବାବୁଙ୍କ ସ୍ୱାଭିମାନ ଆଦର୍ଶର ନାରା ଦେଇଛନ୍ତି ତାହା ଆଜି ବିଜେଡି ଦଳ ପାଖରେ ନାହିଁ । ଦଳରେ ଆଉ କାମ କରିବା ଅସମ୍ଭବ । ଯାହା ମୁଁ ଅନୁଭବ କରି ବିଜେଡି ଛାଡିବାକୁ ବାଧ୍ୟ ହେଲି ବୋଲି କହିଛନ୍ତି ଶ୍ରଦ୍ଧାଞ୍ଜଳି ରାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ