Masthead

ସାଧାରଣ ବଚସାକୁ ନେଇ ଛୁରାମାଡ଼

ଅନୁଗୁଳ (ବଡ଼ ଖବର ବ୍ୟୁରୋ): ସାଧାରଣ ବଚସାକୁ କେନ୍ଦ୍ର କରି ଘଟିଛି ଗଣ୍ଡଗୋଳ । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ପାଖ ସଦର ଥାନାର କୁମଣ୍ଡ ଗାଁ ଚଣ୍ଡୀ ବଜାର ନିକଟରେ । ଗଣ୍ଡଗୋଳରୁ ହୋଇଛି ଛୁରାମାଡ଼। ଏହି ଘଟଣାରେ ତିନିଜଣ ଗୁରତର ଭାବେ ଆହତ ହୋଇଛନ୍ତି।ଗୁରୁତର ଆହତ ମାନେ ହେଲେ ରଞ୍ଜନ ବେହେରା , ସୁନୀଲ ବସାକ ଓ ରବି ଜେନା ।

ଏମାନଙ୍କ ପେଟରେ ଛୁରାମାଡ ହୋଇଛି। ସୂଚନା ଅନୁସାରେ ତିନି ଜଣଙ୍କ ସହ ଏସ କେ ସାବୀ ଓ ଡିଲ ନାଏକ ଚଣ୍ଡୀ ବଜାର ରେ ଥିବା ଏକ ଢ଼ାବାକୁ ଖାଇବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଖାଉଥିବା ଅନ୍ୟ ଦୁଇଜଣ ଅପରିଚିତ ଲୋକଙ୍କ ସହ ବଚସା ଓ ପରେ ଗଣ୍ଡଗୋଳ ହୋଇଥିଲା ।ଯେଉଁଥିରୁ ସେମାନେ ପାଖରେ ରଖିଥିବା ଛୁରୀରେ ଏମାନଙ୍କୁ ଆକ୍ରମଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ