Masthead

ହାତୀ ବଞ୍ଚାଇବାକୁ ଯାଇ ବୁଡ଼ିଲା ବୋଟ୍

କଟକ(ବଡ଼ ଖବର ବ୍ୟୁରୋ): ଚାଲିଥିଲା ଅପରେସନ ହାତୀ । ମହାନଦୀ ମୁଣ୍ଡଳୀ ବ୍ୟାରେଜ୍ ନିକଟରେ ପ୍ରଖର ସ୍ରୋତରେ ଫସି ଯାଇଥିବା ଦନ୍ତାହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମର ବୋଟ୍ ଓଲଟିପଡ଼ିଛି । ଯେଉଁଥିରେ ୭ ଜଣ ଲୋକ ଥିବା ଅନୁମାନ କରାଯାଉଛି । ଏଥିରେ ୨ଜଣ ଗଣମାଧ୍ୟମର ପ୍ରତିନିଧି ଥିଲେ । ଉକ୍ତ ୨ ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଏବଂ ସେମାନଙ୍କୁ କଟକ ଏସସିବିକୁ ସ୍ଥାନାସ୍ତରିତ କରାଯାଇଛି ।

ଏହାସହ ଓଡ୍ରାଫ ଟିମର ଅନେକ ସଦସ୍ୟ ଉଦ୍ଧାର ହୋଇଛନ୍ତି । ନଦୀର ପ୍ରଖର ସ୍ରୋତରେ ଓଡ୍ରାଫ୍ ଟିମର ବୋଟ୍ ଟି ଭାସି ଯାଇଥିବା ଅନୁମାନ କରାଯାଉଛି । ରବର ବୋଟରେ ହାତୀକୁ ଉଦ୍ଧାର କରିବାକୁ ମହାନଦୀ ଭିତରକୁ ଯାଇଥିବା ବେଳେ ବୋଟ୍ ଟି ଓଲଟିପଡ଼ିଥିଲା । ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ