Masthead

ଟାଟା ହାତରେ ଏବେ ପୂରା ଓଡ଼ିଶା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସମଗ୍ର ଓଡ଼ିଶାର ସଂପୂର୍ଣ୍ଣ ବିଜୁଳି ବିତରଣ ବ୍ୟବସ୍ଥା ଏବେ ଟାଟା ପାୱାର ହାତରେ । ଟାଟା ପାୱାରକୁ ବିଜୁଳି ବିତରଣ ଦାୟିତ୍ୱ ରାଜ୍ୟ ସରକାର ଟେକି ଦେଇଛନ୍ତି । ଓଡ଼ିଶା ଦିବସରୁ ନେସ୍କୋର ପରିଚାଳନା ଦାୟିତ୍ୱ ଟାଟା ପାୱାର ହାତକୁ ଯାଇଛି ।

ପୂର୍ବରୁ ସେସୁ, ୱେସ୍କୋ, ସଉଥକୋକୁ ଟାଟା ପାୱାର ନିଜ ଅଧୀନକୁ ନେଇସାରିଥିଲା । ପୂର୍ବରୁ ସେସୁ , ୱେସ୍କୋ, ସଉଥକୋ ଓ ନେସ୍କୋ ଓଡ଼ିଶାରେ ବିଜୁଳି ବିତରଣ କରିଆସୁଥିଲେ । ଏଣିକି ଏହି ୪ ସଂସ୍ଥା ବଦଳରେ ଟାଟା ପାୱାର ଓଡିଶାବାସୀଙ୍କୁ ଯୋଗାଇବ ବିଜୁଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ