Masthead

ଦେଶ ପାଳୁଛି ୭୬ ତମ ସାଧାରଣତନ୍ତ୍ର ଦିବସ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ୭୬ ତମ ସାଧାରଣତନ୍ତ୍ର ଦିବସ । ସଜେଇ ହୋଇଛି ଭୁବନେଶ୍ଵରର ମହାତ୍ମା ଗାନ୍ଧୀ ମାର୍ଗ । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପତି । ଜୟହିନ୍ଦ ଧ୍ବନିରେ ପ୍ରକମ୍ପିତ ହେଉଛି ରାଜଧାନୀର ମହାତ୍ମାଗାନ୍ଧୀ ମାର୍ଗ। କଦମ ତାଲ ସାଙ୍ଗକୁ ଦେଶାତ୍ମକ ବୋଧ ସଙ୍ଗୀତ ଓ ପୋଲିସ ବ୍ୟାଣ୍ଡ ସହ ଚଳିତ ବର୍ଷ ପ୍ରାୟ ୫୦ ଟି ଗ୍ରୁପ୍‌ ଭାଗ ନେଇଛନ୍ତି ।

ଚଳିତ ବର୍ଷ ପରେଡ୍‌ କମାଣ୍ଡର ଭାବେ ଶୁଭମ୍ ସଞ୍ଜୟଙ୍କୁ ଦାୟିତ୍ଵ ଦିଆଯାଇଛି । ସିଆର୍‌ପିଏଫ୍‌, ବିଏସ୍‌ଏଫ୍‌,୧୨୦ ବାଟାଲିୟନ, ଆଇଟିବିପି, ଏସ୍‌ଏସ୍‌ବି ସୈନିକ ସ୍କୁଲ ଭଳି ପ୍ରାୟ ୫୦ ଟି ଗ୍ରୁପ୍‌ ଭାଗ ନେଇଛନ୍ତି। ଡେୟାର୍‌ ଡେଭିଲ୍ସ ଟିମ୍ ଚିତ୍ତାକର୍ଷକ କୌଷଳ ପ୍ରଦର୍ଶନ କରୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ବିଭିନ୍ନ ବିଭାଗର ୧୨ ଟି ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେଉଛି । ସେଥିପାଇଁ ଖୋଲିଛି ପୋଲିସ କଣ୍ଟ୍ରୋଲ ରୁମ୍। ୧୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା