ସାଲେପୁର ବିଧାନସଭ ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କଲେ ପ୍ରତାପ ଜେନା

ସାଲେପୁର (ବଡ଼ ଖବର ବ୍ୟୁରୋ): ସାଲେପୁର ବିଧାନସଭ ଆସନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛନ୍ତି ପ୍ରତାପ । ପ୍ରଶାନ୍ତ ବେହେରାଙ୍କୁ ସାଲେପୁର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ପ୍ରତାପ ଜେନା । ସାଲେପୁର ବ୍ଲକ ନରଦା ପଞ୍ଚାୟତର କୁକୁଡ଼ାଙ୍ଗ ଠାରେ ବିରୂପା ନଦୀ ଉପରେ ୨୬ କୋଟି ବ୍ୟୟରେ ବିଜୁସେତୁ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଉଥିଲା। ଏହି କାର୍ଯ୍ୟକ୍ରମରେ ପ୍ରତାପ ଜେନା ଆଗାମୀ ନିର୍ବାଚନରେ ପ୍ରଶାନ୍ତ ଦଳ ପକ୍ଷରୁ ଲଢ଼ିବେ ଓ ନିଶ୍ଚିତ ଜିତିବେ ବୋଲି ପ୍ରତାପ ଦୃଢ଼ୋକ୍ତି କରିଛନ୍ତି ।

ଏପରିକି ପ୍ରଶାନ୍ତ ୫୦ ହଜାର ଭୋଟ୍ ବ୍ୟବଧାନରେ ଜିତିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ବିଧାୟକ ପ୍ରଶାନ୍ତ ବେହେରା ମଧ୍ୟ ମଞ୍ଚ ଉପରେ ପ୍ରତାପ ଜେନାଙ୍କ ପାଇଁ ମୁଁ ବିଜୟ ହୋଇଛି ବୋଲି କହିଥିଲେ। ପ୍ରତାପ ଜେନାଙ୍କ ଘୋଷଣା ଯୋଗୁ ବିବାଦ ଘେରକୁ ନିଜେ ଆସିବା ସହିତ ସାଲେପୁର ନିର୍ବାଚନୀ ମଣ୍ଡଳୀରେ ପ୍ରଶାନ୍ତ ବେହେରାଙ୍କ କାର୍ଯ୍ୟଦକ୍ଷତାକୁ ନେଇ ବିରୋଧୀ ଯେଉଁ ଆରୋପ ଲଗାଉଥିଲେ ତାହା ସତ୍ୟ ପ୍ରମାଣିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!