Masthead

କଂଗ୍ରେସ ନେତା ମନ୍ତ୍ରୀଙ୍କ ସମେତ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଲକଡ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ବିଭିନ୍ନ ନେତାଙ୍କ ସମେତ ଅଫିସିଆଲ ଟ୍ୱିଟର ଆକାଉଣ୍ଟ ଲକ୍ ହୋଇଛି । ତେବେ ଏହାପଛରେ ବିଜେପିର ହାତ ଥିବା କଂଗ୍ରେସ ଅଭିଯୋଗ କରିଛି । ନିଜ ଫେସବୁକ ଓ ଇନଷ୍ଟାଗ୍ରାମରେ ଟ୍ୱିଟର ଆକାଉଣ୍ଟ ଲକ ହେବା ସମ୍ପର୍କରେ କଂଗ୍ରେସ ସୂଚନା ଦେଇଛି । ତେବେ କଂଗ୍ରେସ ଟ୍ୱିଟରର ନିୟମ ଉଲଂଘନ କରୁଥିବା କାରଣରୁ ଟ୍ୱିଟର ଲକ ହୋଇଥିବା ଟ୍ୱିଟର ଦର୍ଶାଇଛି ।

କଂଗ୍ରେସ ଏହି ସ୍କ୍ରିନଶଟ୍‌କୁ ଶେୟାର କରି ଲେଖିଛି ଯେ “ଆମ ନେତାମାନଙ୍କୁ ଯେତେବେଳେ ଜେଲରେ ଭର୍ତ୍ତି କରି ଦିଆଯାଇଥିଲା ସେତେବେଳେ ଆମେ ଡରି ନଥିଲୁ। ଏପରି ସ୍ଥିତିରେ ଆମ ଟ୍ୱିଟର ଆକାଉଣ୍ଟକୁ ଲକଡ କରିଦେଲେ ଆମେ କାହିଁକି ଡରିବୁ? ଆମେ ସମସ୍ତେ କଂଗ୍ରେସ। ଏହା ଲୋକଙ୍କ ବାର୍ତ୍ତା। ଆମେ ଲଢ଼େଇ କରିବୁ ଓ ଲଢ଼େଇ ଜାରି ରଖିବୁ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ