Masthead

ଧାନ ଜମି ଫାଟି ଆଁ, ଚିନ୍ତାରେ ଚାଷୀ

କଣାସ (ବଡ଼ ଖବର ବ୍ୟୁରୋ): ପାଣି ନପାଇ ଧାନ ଜମି ଫାଟି ଆଁ । ଜଳିଗଲା ହଜାର ହଜାର ହେକ୍ଟର ଧାନ ଚାଷ । ଚାଷୀ ମୁଣ୍ଡରେ ଚଡ଼କ । ଚିନ୍ତାରେ ଚାଷୀ କୂଳ । ଚିନ୍ତା ବଢ଼ାଇଛି ରାଜ୍ୟ ସରକାର ଙ୍କ ଜଳସମ୍ପଦ ବିଭାଗ ର ନୀରବତା । ପୂର୍ବରୁ ବନ୍ୟା ଜଳ ଧୋଇନେଇଥିଲା ଧାନ ଚାଷ । ଏବେ ଜଳବୁନ୍ଦାଏ ପାଇଁ ଧାନ ଗଛ ଜଳି ଜମି ଫାଟି ଆଁ କଲାଣି । ଜମି ଉପରେ ବସି ମୁଣ୍ଡରେ ହାତଦେଇ ଭାବୁଛି ଚାଷୀ । କଣାସ ହେଉଛି ବନ୍ୟା ପ୍ଲାବିତ ଅଞ୍ଚଳ । ବନ୍ୟା ସମୟରେ ହୋଇଥିବା କ୍ଷୟକ୍ଷତିର ସହାୟତା ମିଳିନଥିବା ବେଳେ ଏବେ ଆଉ ଏକ ସମସ୍ୟା ଦେଖାଦେଇଛି । ତେବେ ସରକାରଙ୍କ ପକ୍ଷରୁ ସହାୟତା ନମିଳିଲେ ଚାଷୀ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା