Masthead

୪୦୦ ନିୟୁତ ବର୍ଷ ପୂର୍ବେ ବିଛା ଥିଲା କୁକୁର ଆକାରର

ଭୁବନେଶ୍ଵର(ବଡ଼ ଖବର ବ୍ୟଞରୋ): ବିଛା ଥିଲା କୁକୁର ଆକାରର। ଆପଣ ଏକଥା ଶୁଣିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହଁ ଆଜ୍ଞା ୪୦୦ ନିୟୁତ ବର୍ଷ ପୂର୍ବେ ବିଛାର ଆକାର ଥିଲା କୁକୁର ଆକାରର। ଗୋଟେ ସମୟ ଥିଲା ଯେତେବେଳେ ବିଛା ବିଶ୍ଵକୁ ଶାସନ କରୁଥିଲା। ସେତେବେଳେ ବିଛାଙ୍କ ଆକାର ବହୁତ ବଡ଼ ଥିଲା। ତା ସହ ସେମାନେ ବହୁତ ବିଶାକ୍ତ ଥିଲେ ।

ନିକଟରେ ଚାଇନାର ନାନଜିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ଜିଓଲୋଜି ଏକ ଜୀବାଶ୍ମ ଆବିଷ୍କାର କରିଛି। ଯାହା ଏକ ବଡ଼ ବିଛାର ଜୀବାଶ୍ମ। ଯେତେବେଳେ ଏହାର ଆକାର ମାପ କରାଗଲା ଦେଖାଗଲା ଯେ ଏହା ଏକ ବଡ଼ କୁକୁରର ଆକାର ସହ ସମାନ। ମମ୍ପ୍ରତି ଦେଖାଦେଉଥିବା ବିଛାର ଆକାର ଠୁ ପ୍ରାୟ ୧୬ ଗୁଣା ବଡ଼। କୁକୁର ଆକାରର ବିଛାର ଜୀବାଶ୍ମ ଟି ପ୍ରାୟ ୪୦୦ ନିୟୁତ ବର୍ଷ ପୁରୁଣା। ଏହି ବିଛା ସେ ସମୟର ଗଭୀର ସମୁଦ୍ରରେ ରାଜା ଥିଲା। ଏବେ ଏହାର ନାମ ଟେରୋପ୍ଟେରକ୍ସ କ୍ୟୁଶାନେନଶିସ୍ ରଖାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା