Masthead

ଆମକୁ ଗୁଳି କରିଦିଅ: ଆନ୍ଦୋଳନକାରୀ ରେସଲର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଜନ୍ତରମନ୍ତରରେ ପୋଲିସ ଏବଂ ରେସଲର ମୁହାଁମୁହିଁ । ସଂସଦ ଅଭିମୁଖେ ଯାଉଥିବାବେଳେ କୁସ୍ତିଯୋଦ୍ଧାଙ୍କୁ ଉଠାଇନେଲା ପୋଲିସ । ଗୋଟିଏ ପଟେ ନୂଆ ସଂସଦ ଭବନ ଉଦଘାଟନ ଚାଲିଥିବା ବେଳେ ଆଉଗୋଟେ ପଟେ ସଂସଦ ଭବନ ଆଡକୁ ଶୋଭାଯାତ୍ରାରେ ବାହାରିଥିଲେ କୁସ୍ତିଯୋଦ୍ଧା । ଦିଲ୍ଲୀର ଜନ୍ତରମନ୍ତରରେ ଆନ୍ଦୋଳନ ଜାରି ରଖିଥିବା କୁସ୍ତିଯୋଦ୍ଧା ମହାପଞ୍ଚାୟତ କରିବାକୁ ନୂଆ ସଂସଦ ଭବନ ଆଡକୁ ଯିବା ବେଳେ ବାଟରେ ଅଟାକାଇଥିଲା ପୋଲିସ । ଏହାପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିଛି ।

କେତେକ କୁସ୍ତିଯୋଦ୍ଧା ବ୍ୟାରିକେଡ ପାର୍ ହୋଇ ଭିତରକୁ ପଶିବାକୁ ଉଦ୍ୟମ କରିବା ସମୟରେ ପୋଲିସ ସେମାନଙ୍କୁ ଅଟକ ରଖିଛି । ସେପଟେ ପୋଲିସ ଅଟକାଇବା ପରେ କୁସ୍ତିଯୋଦ୍ଧା ମାନେ କେରଳ ହାଉସ ନିକଟରେ ଧାରଣରେ ବସିଛନ୍ତି । ଏଠାରୁ ନୂଆ ସଂସଦ ଭବନ ମାତ୍ର କିଛି ବାଟ ଦୂରରେ ରହିଛି । ତେବେ ପୋଲିସ ଅଟକାଇବା ବେଳେ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କ୍ଷୋଭର ସହ କହିଥିଲେ, ଆମକୁ ଗୁଳି କରିଦିଅ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ