Masthead

ନୂଆ ସୀମା ଆଇନ ଲାଗୁ ପରେ ମୁହଁ ଖୋଲିଲା ଚୀନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତ-ଚୀନ ସୀମାଞ୍ଚଳରେ ଚୀନ କିଛି ଦିନ ପୂର୍ବରୁ ବିବାଦୀୟ ସୀମା ଆଇନ ପ୍ରଣୟନ କରିଛି । ହେଲେ ପ୍ରଥମକରି ଏହି ଆଇନର କାର୍ଯ୍ୟକାରିତା ବିଷୟରେ ମୁହଁ ଖୋଲିଛି ଚୀନ । ତେବେ ଏହି ଆଇନର କାର୍ଯ୍ୟକାରିତା ବର୍ତ୍ତମାନର ସୀମା ଚୁକ୍ତିନାମା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଏହା ସହିତ ଚୀନ ସମ୍ପୃକ୍ତ ଦେଶମାନଙ୍କୁ ଏକ ସାଧାରଣ କାର୍ଯ୍ୟ ବିଷୟରେ ଅନାବଶ୍ୟକ ଅନୁମାନ ନକରିବାକୁ ଅନୁରୋଧ କରିଥିବାର ଦେଖିବାକୁ ମିଳିଛି । ସେପଟେ ପଡୋଶୀ ଦେଶର ଜାତୀୟ ବିଧାନସଭା, ନ୍ୟାସନାଲ ପିପୁଲ୍ସ କଂଗ୍ରେସ ୨୩ ଅକ୍ଟୋବରରେ ସୀମା ଅଞ୍ଚଳରେ ଜମିର ସୁରକ୍ଷା ତଥା ଏହାର ଅପବ୍ୟବହାର ବନ୍ଦ କରିବା ପାଇଁ ଏକ ନୂତନ ସୀମା ଆଇନ ପ୍ରଣୟନ କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ