Masthead

ନଭେମ୍ବରରୁ ଆରମ୍ଭ ହେବ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା

ବଡ଼ ଖବର ବ୍ୟୁରୋ: ନଭେମ୍ବରରୁ ଆରମ୍ଭ ହେବ ଦଶମ ଦ୍ୱାଦଶ ବୋର୍ଡ ପରୀକ୍ଷା । ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦୁଇଟି ପର୍ୟ୍ୟାୟରେ କରାଯିବାକୁ ନିଷ୍ପତି ନିଆଯାଇଥିବା ବେଳେ ନଭେମ୍ବରରୁ ପରୀକ୍ଷା ଆରମ୍ଭ ହେବ । ଏନେଇ ଅକ୍ଟୋବରରେ ତାରିଖ ପ୍ରକାଶ ପାଇବ । ୯୦ ମିନିଟର ଟର୍ମ ୧ ପରୀକ୍ଷା ଓଏମଆର ଫର୍ମାଟରେ କରାଯିବ ।

ବୋର୍ଡ ପରୀକ୍ଷାକୁ ଦୁଇ ଭାଗରେ ବିଭକ୍ତ କରିବାକୁ ସିବିଏସ୍ଇ ପୂର୍ବରୁ ନିଷ୍ପତ୍ତି ନେଇଥିଲା ଟର୍ମ ୧ ଅବଜେକ୍ଟିଭ ଏବଂ ଟର୍ମ ୨ ସବଜେକ୍ଟିଭ୍ ମାଧ୍ୟମରେ କରାଯିବା ନେଇ ନିଷ୍ପତି ନିଆଯାଇଥିଲା । ପରୀକ୍ଷା ନିୟନ୍ତ୍ରକ ସାନିଆମ ଭରଦ୍ୱାଜ କହିଛନ୍ତି ଯଦି ଟର୍ମ ୱାମ ପରୀକ୍ଷାରେ କୌଣସି ବ୍ୟାଘାତ ସୃଷ୍ଟି ହୁଏ ତେବେ ଟର୍ମ ଟୁ ପରୀକ୍ଷା ପଇଁ ନିଷ୍ପତି ନିଆଯିବ  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ