Masthead

ମୂର୍ତ୍ତି ନୁହେଁ କଳସରେ ହେବ ଶାନ୍ତି ପୂଜା

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟ ଓ ରାଜ୍ୟ ବାହାରେ ବେଶ ପରିଚିତ ଓଡିଶା ପଶ୍ଚିମବଙ୍ଗ ସୀମା ଲକ୍ଷ୍ମଣନାଥ ରାୟ ମହାଶୟଙ୍କ ରାଜ ପ୍ରାସାଦର ୫୧୪ ବର୍ଷର ଦୁର୍ଗା ପୂଜା । ତେବେ “ରାୟ ମହାଶୟ”ଙ୍କ ପ୍ରସିଦ୍ଧ ଦେବୀ ପୂଜା ପରମ୍ପରା କୁ ଚଳିତ ବର୍ଷ ବି ଭାଙ୍ଗି ଦେଇଛି ମହାମାରୀ କରୋନା । ମୂର୍ତ୍ତି ପରିବର୍ତ୍ତେ କଳସ କରିବ ଶାନ୍ତ ।

ଦେବୀ ଦର୍ଶନ ବଞ୍ଚିତ ହେବେ ଚାରଟି ରାଜ୍ୟର ଲକ୍ଷ ଲକ୍ଷ ଲୋକ । ଦୁର୍ଗା ପୂଜା ଆସିଲେ ଚଳଚଂଚଳ ହୋଇ ଉଠୁଥିଲା ବାଲେଶ୍ଵର ଜିଲ୍ଲା ଲକ୍ଷ୍ମଣ ନାଥ ରାୟ ମହାଶୟ ରାଜ ପ୍ରାସାଦ । କିନ୍ତୁ ଚଳିତ ଦୁଇବର୍ଷ ଧରି ଦେବୀଙ୍କ ପୂଜାରେ ଅଙ୍କୁଶ ଲଗାଇ ଦେଇଛି କରୋନା । ଆଡମ୍ବରରେ ହୋଇପାରୁନି ପ୍ରତିଷ୍ଠିତ ରାୟ ମହାଶୟଙ୍କ ଦେବୀ ପୂଜା । କେବଳ କଳସରେ ହେଉଛି ଶାନ୍ତି ପୂଜା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା 🔴 ଇରାନ ତେଲ ଏବଂ ୟୁରାନିୟମ ଉପରେ ଟ୍ରମ୍ପଙ୍କ ଆଖି 🔴 ୫ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା 🔴 ଆମେରିକାରେ ଟ୍ରମ୍ପଙ୍କୁ ବିରୋଧ ! 🔴 ୩ ଯାଏ କାଳବୈଶାଖୀ 🔴 ମାର୍କଣ୍ଡି ବେଳାଭୂମିରେ ସଫେଇ ଅଭିଯାନ: ୧୦୦ କିଲୋରୁ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ 🔴 ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଗିରଫ 🔴 ଟୁରିଷ୍ଟ ବସ୍ ଦୁର୍ଘଟଣା, ୫ ମୃତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଝଡ଼ବର୍ଷା ଆଶଙ୍କା 🔴 ପୁଣି ମୁଣ୍ଡ ନୁଆଁଇଲେ ଟ୍ରମ୍ପ୍ 🔴 କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସମ୍ଭାବନା