Masthead

ରାସ୍ତାରେ ବୁଲୁଛି ବାଘ

ଟାଙ୍ଗୀ-ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): କଟକ ବନଖଣ୍ଡ ଡାଳିଯୋଡ଼ା ବନାଞ୍ଚଳ ଚୌଦ୍ୱାର ଥାନା ମଙ୍ଗରାଜପୁର ପଞ୍ଚାୟତ ଡମଣୀ ଜଙ୍ଗଲ ରାସ୍ତାରେ ଦୁଇଟି ବାଘଛୁଆ ଖେଳୁଛନ୍ତି । ମଙ୍ଗରାଜପୁର ଗ୍ରାମ ନିକଟରେ ଥିବା ପ୍ରକୃତି ଆଶ୍ରମକୁ ଯିବାବେଳେ କିଛି ଲୋକ ରାସ୍ତାରେ ବାଘଛୁଆ ଖେଳୁଥିବା ଦେଖିଥିଲେ । ପରେ ଆଶ୍ରମରେ ଥିବା ବ୍ୟକ୍ତିଙ୍କୁ ଖବର ଦେଇଥିଲେ ।

ଆଶ୍ରମରେ କାର୍ଯ୍ୟରତ କର୍ମଚାରୀମାନେ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଆସିବା ବାଘର ପାଦଚିହ୍ନ ଦେଖିଥିଲେ । ପ୍ରଥମେ ବନ ବିଭାଗ କର୍ମଚାରୀ ଏହାକୁ ଅବିଶ୍ୱାସ କରିଥିବା ବେଳେ ପରେ ପାଦ ଚିହ୍ନ ଦେଖିବା ପରେ ମାନିଥିଲେ । ସେପଟେ ପୂର୍ବରୁ ମଧ୍ୟ ଅନେକଥର ବାଘକୁ ଦେଖିଥିବା ସ୍ଥାନୀୟ ଲୋକେ କହିଛନ୍ତି । ବନ ବିଭାଗକୁ କହିବା ପରେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉନଥିବା ମଧ୍ୟ ଲୋକେ କହିଛନ୍ତି । ଏବେ ଘଟଣାକୁ ଗୁରୁତ୍ୱର ସହ ନେଇ ବାଘକୁ ଖୋଜୁଛି ବନ ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା