Masthead

ଛୋଟ ଶ୍ରୀ’ଙ୍କ ବଡ଼ ହୃହୟ: ‘ବଡ଼ ଖବର’କୁ ବଢାଇଲେ ସହଯୋଗର ହାତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୁନି ବୟସରେ ବଡ ହୃଦୟ । “ବଡ଼ ଖବର’’ର ଅଭିଯାନରେ ସାମିଲ ହେଲେ ୪ ବର୍ଷର ଶ୍ରୀ । ନିରପେକ୍ଷ ସାମ୍ବାଦିକତା ତଥା ଗଣତନ୍ତ୍ରର ସୁରକ୍ଷା ପାଇଁ ବଡ଼ ଖବକୁ ସହଯୋଗର ହାତ ବଢାଇବା ପାଇଁ ଆହ୍ୱାନ ଦେଇଥିଲେ ବଡ଼ ଖବର ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ । “ବଡ଼ ଖବର’’ ଏଡିଟୋରିଆଲ ‘ଶୋ’ ରେ ଆହ୍ୱାନ ଶୁଣି ଶ୍ରୀ ଏବଂ ତାଙ୍କ ଭାଇ ବଡ଼ ଖବରକୁ ନିଜର ସଞ୍ଚିତ ଧନ ଦାନ କରିଛନ୍ତି ।

ବାପା ଦେଉଥିବା ଅର୍ଥରୁ ପ୍ରତିଦିନ କିଛି କିଛି ସଞ୍ଚୟ କରିଥାନ୍ତି ଶ୍ରୀ ଏବଂ ତାଙ୍କ ଭାଇ । ବର୍ଷ ଶେଷରେ ସାଇ ମନ୍ଦିରରେ ଦାନ କରିଥାଆନ୍ତି ସଞ୍ଚିତ ଅର୍ଥ । ତେବେ ନିରପେକ୍ଷ ସାମ୍ବାଦିକତାକୁ ଉତ୍ସାହିତ କରିବା ପାଇଁ ବଡ ହୃଦୟ ଦେଖାଇଛନ୍ତି କୁନି ଶ୍ରୀ । ସେ ତାଙ୍କ ମା ଏବଂ ଭାଇଙ୍କ ସହ ବଡ଼ ଖବର କାର୍ଯ୍ୟାଳୟକୁ ଆସି ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର