Masthead

ଆଜି ବିଶ୍ୱ ରେଡିଓ ଦିବସ

ପୁରୀ (ବଡ଼ ଖବର ବ୍ୟୁରୋ): ୧୩ ଫେବୃଆରୀ କୁ ବିଶ୍ୱ ରେଡିଓ ଦିବସ ଭାବେ ପାଳନ କରାଯାଏ। ୟୁନେସ୍କୋ ପକ୍ଷରୁ ଏହି ଦିବସ ଘୋଷଣା ପରେ ସାରା ବିଶ୍ୱରେ ୱାର୍ଲଡ଼ ରେଡିଓ ଡେ ଭାବେ ପାଳନ କରାଯାଉଛି। ବିଶେଷ କରି ରେଡିଓର ଇତିହାସ ବିଷୟରେ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟ ରେ ଏହି ଦିବସ ପାଳନ କରାଯାଉଛି। ତେବେ ଏହି ବିଶେଷ ଦିନ ଅବସର ରେ ପ୍ରଖ୍ୟାତ ବଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ବାଲୁକା ଚିତ୍ରକଳା ମାଧ୍ୟମରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ସାରା ବିଶ୍ୱବାସୀଙ୍କୁ ଦେଇଛନ୍ତି।

ପୁରୀ ବେଳାଭୂମିରେ ସେ ଏହି ଅତ୍ୟନ୍ତ ଆକର୍ଷଣୀୟ ବଲୁକା ଚିତ୍ରକଳାଟିକୁ ଗଢ଼ିଛନ୍ତି। ଯେଉଁଥିରେ ରେଡିଓର ଏକ ପ୍ରତିକୃତି ଥିବା ବେଳେ ରେଡିଓ ଉଦ୍ଭାବନ କରିଥିବା ମାର୍କୋନିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବର୍ତ୍ତମାନ ଟେଲିଭିଜନ ଓ ମୋବାଇଲ ଯୋଗୁ ରେଡିଓ ଚାହିଦା କମିଯାଇଥିଲେ ରେଡିଓର ଅଵଶ୍ୟକତା ଏବେବି ରହିଛି। ପୂର୍ବ ରୁ ରେଡିଓ ମାଧ୍ୟମ ରେ ହିଁ କେଵଳ ଲୋକଙ୍କୁ ସୂଚନା , ସଂଚାର ଏବଂ ମନୋରଞ୍ଜନ କରିପାରୁଥିଲା। ଯାହା ଏବେବି ଲୋକ ମାନେ ଭୁଲି ନାହାଁନ୍ତି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ