Masthead

ବୋହୂ ସାଜିଲା ଲେଡି ହିଟଲର 

ନିଶ୍ଚତକୋଇଲି (ବଡ଼ ଖବର ବ୍ୟୁରୋ): ବୋହୂ ସାଜିଲା ଲେଡି ହିଟଲର । ଆଉ ଲେଡି ହିଟଲରଙ୍କ ସୈନ୍ୟ ସାଜିଲେ ବିଜେଡି ସରପଞ୍ଚଙ୍କ ସ୍ୱାମୀ । ବୋହୂ ଘର ଭିତରେ ନିଜର ଶାଶୁଶ୍ୱଶୁର ପ୍ରତି ଅବହେଳା ଆଚରଣ ଦେଖାଇବା, ନିଜ ଘରର କିଛି କାମ ନକରି ଶାଶୁଶ୍ୱଶୁରଙ୍କୁ କାମ କରାଇବା “ମୋତେ କାମକଥା କହିଲେ ମୁ ଜୀବନ ହାରିଦେବି” କହି ଶାଶୁଶ୍ୱଶୁରଙ୍କୁ ଡରାଇ ରଖୁଥିଲେ ।

 

ଏହା ପରେ ନିଜ ବାପାଭାଇଙ୍କୁ ଡାକି ସରପଞ୍ଚ ସହାୟତାରେ ଆଉକିଛି ଅସାମାଜିକ ଲୋକଙ୍କୁନେଇ ସରପଞ୍ଚଙ୍କ ସ୍ୱାମୀ ବିଭୂଭୂଷଣ ନାୟକ କିଶନନଗର ତହସିଲରେ କାର୍ଯ୍ୟରତ ଥିବା ଯଦୁ ମଲିକ (ଟୁକୁନା ) ଓ ଅନ୍ୟ ସାଙ୍ଗମାନେ ମିଶି ଗାଳିଗୁଲଜ କରିବା, ମାଡମାରିବା ଏବଂ ଘରର ଆସବାସ ଜିନିଷ ଭଙ୍ଗାରୁଜା କରିବା, ଆସିଥିବା ଝିଅଜ୍ୱାଇଁଙ୍କୁ ମାଡମାରିବାକୁ ପଛାଇନଥିଲେ ବୋହୂ । ଏ ବିଷୟରେ ସରପଞ୍ଚ ଶ୍ରଦ୍ଧାଞ୍ଜଳି ନାୟକ ପଚାରିବାରୁ ଏହି କେସ ସ୍ୱାମୀ ବୁଝାସୁଝା କରୁଛନ୍ତି ବୋଲି ସେ କହିଥିଲେ । ଏଭଳି ପରିସ୍ଥିତିରେ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରକୃତରେ ମିଳିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ