Masthead

ବିଶାଳ ଟ୍ରାକ୍ଟର ରାଲିରେ ସାମିଲ ହେବେ ରାହୁଲ

ପଞ୍ଜାବ (ବଡ଼ ଖବର ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷିବିଲକୁ ବିରୋଧ କରି ଆଜି ପଞ୍ଜାବରେ ହେବାକୁ ଥିବା ଏକ ବିଶାଳ ଟ୍ରାକ୍ଟର ରାଲିରେ ଯୋଗଦେବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ହଜାର ହଜାର କୃଷକଙ୍କ ସହ ପାଞ୍ଚ ହଜାର ଟ୍ରାକ୍ଟର ଉକ୍ତ ରାଲିରେ ସାମିଲ ହେବ ବୋଲି ସୂଚନା ମିଳିଛି । ପଞ୍ଜାବରୁ ଆରମ୍ଭ ହେବାକୁ ଥିବା ଏହି ରାଲି ଭାୟା ହରିୟାଣା ଦେଇ ଦିଲ୍ଲୀରେ ଶେଷ ହେବ । କଂଗ୍ରେସର ବହୁ ବିଧାୟକ, ସାଂସଦଙ୍କ ଓ ଦଳୀୟ ବରିଷ୍ଠ ନେତାମାନେ ରାଲିରେ ଯୋଗଦେବେ ।

ବିଶାଳ ରାଲିକୁ ଦୃଷ୍ଟିରେ ରଖି ୧୦ହଜାର ପୁଲିସ ମୃତୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଡିଜିପି ଦିନାକର । ରାଲି ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ୧୫ଟି ଜିଲ୍ଲାର ଏସପିଙ୍କ ସହ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । କେନ୍ଦ୍ର ସରକାରଙ୍କ କୃଷିବିଲକୁ ନେଇ କଂଗ୍ରେସ ସମେତ ବହୁ ଆଞ୍ଚଳିକ ଦଳ ମଧ୍ୟ ବିରୋଧ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ