Masthead

‘ଉଡାଇ ଦେବୁ ତାଜ ହୋଟେଲ’

ମୁମ୍ବାଇ (ବଡ଼ ଖବର ବ୍ୟୁରୋ):  ତାଜ୍‌ ହୋଟେଲକୁ ବିସ୍ଫୋରଣରେ ଉଡ଼ାଇ ଦେବୁ । ପୋଲିିସ ପାଖକୁ ଆସିଲା କଲ୍ । ଏପରି ଏକ ଧମକ ଆସିବା ପରେ ଖୋଳତାଡ଼ ଆରମ୍ଭ କରିଦେଇଥିଲା ମୁମ୍ବାଇ ପୁଲିସ୍‌। ଗତ ଗୁରୁବାର ମୁମ୍ବାଇ ପୁଲିସ୍‌ ନିକଟକୁ ଆସିଥିଲା କଲ୍ । କଲ କରିଥିବା ବ୍ୟକ୍ତି ନିଜକୁ ପାକିସ୍ତାନୀ ନାଗରିକ ବୋଲି ପରିଚୟ ଦେଇଥିଲେ। ଏପରିକ ପାକିସ୍ତାନର ୨ ନାଗରିକ ଏହି ସାଂଘାତିକ କାଣ୍ଡ ଘଟାଇବା ପାଇଁ ମୁମ୍ବାଇରେ ପ୍ରବେଶ କରି ସାରିଥିବା ବି କହିଥିଲେ।

କଲ୍‌ କରିଥିବା ବ୍ୟକ୍ତି ପୋଲିସକୁ ନିଜ ନାମ ମୁକେଶ ସିଂ ବୋଲି କହିଥିଲା। ପରେ ଆରମ୍ଭ ହୋଇଥିଲା ଖୋଳତାଡ଼ । ପୋଲିସ ଜାଣିବାକୁ ପାଇଥିଲା ଯେ କଲ କରିଥିବା ବ୍ୟକ୍ତି ପାକିସ୍ତାନୀ ନୁହେଁ ଭାରତର ବୋଲି । ବ୍ୟକ୍ତିଙ୍କ ନାମ ଜଗଦମ୍ବା ପ୍ରସାଦ ସିଂ ହୋଇଥିବାବେଳ ବୟସ ୩୫ ସେ ଉତ୍ତରପ୍ରଦେଶରେ ବାସିନ୍ଦା । ଏବେ ସେ ମୁମ୍ବାଇର ସାନ୍ତାକ୍ରୁଜ ଅଞ୍ଚଳରେ ରହୁଛନ୍ତି। ପୁଲିସ୍‌ ଜଗଦମ୍ବାଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଏଥିରେ ଆଉ କାହାର ସମ୍ପୃକ୍ତି ଅଛି ତାହାର ପତ୍ତା ଲଗାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା