Masthead

୧୨ବର୍ଷ ବୟସରୁ ଅଧିକ ପିଲାଙ୍କୁ ଟିକା

(ବଡ଼ ଖବର ବ୍ୟୁରୋ):କରୋନା ଭାଇରସ ବିଶ୍ୱରେ ଦିନକୁ ଦିନ ବିପଦ ସୃଷ୍ଟି କରୁଛି । ଆଉ ତୃତୀୟ ଲହରରେ ସବୁଠାରୁ ଅଧିକ ଛୋଟ ଛୁଆମାନେ ସଂକ୍ରମିତ ହେବାର ଆଶଙ୍କା କରିଛନ୍ତି ବିଶେଜ୍ଞ । ଏ ମଧ୍ୟରେ ପିଲା ମାନଙ୍କୁ ସଂକ୍ରମଣ ମୁକ୍ତ କରିବା ପାଇଁ ପିଲାମାନଙ୍କ ଟିକାକରଣ କରିବାକୁ ଯାଉଛି ଆମେରିକା ।

୧୨ ବର୍ଷରୁ ୧୫ ବର୍ଷର ପିଲାଙ୍କୁ ଏହି ଟିକାକରଣରେ ଅନ୍ତର୍ଭୁକ୍ତ କରାଯାଇଛି । ପିଲାମାନଙ୍କୁ ଫାଇଜର ଟିକା ଦେବାକୁ ଅନୁମତି ଦେଇଛି ଏଫଡିଏ । ତେବେ ଟିକା ପରାମର୍ଶଦାତା କମିଟି ସୁପାରିଶ କରିବା ମାତ୍ରେ ଟିକାକରଣ ଆରମ୍ଭ ହୋଇଛି ।  ଆମେରିକାରେ ୧୨-୧୫ବର୍ଷର ପିଲାଙ୍କୁ ଟିକା ଦେବାକୁ ଏଫଡିଏର ଅନୁମତି ଦେବାପରେ ଅଭିଭାବକ, ବିଦ୍ୟାଳୟର ପ୍ରଶାସକ ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀମାନେ ପିଲାମାନଙ୍କ ପାଇଁ ଟିକା ଉପଲବ୍ଧ ହେବା ନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା