Masthead

ହବିଷ୍ୟାଳିଙ୍କୁ ମିଳିଲାନି ପ୍ରବେଶ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜିଠାରୁ ଆରମ୍ଭ ହେବ ହଵିଷ୍ୟାଳି ଶିବିର । କିନ୍ତୁ ଗତକାଲି ରାତିରେ ଗଞ୍ଜାମ, ଜଗତସିଂହପୁର ପୁରୀର କୃଷ୍ଣପ୍ରସାଦରୁ ୬୦ରୁ ୭୦ ହଵିଷ୍ୟାଳି ମାନେ ପୁରୀ ଆସି ପହଞ୍ଚିଥିଲେ ନରେନ୍ଦ୍ର କୋଣର ହବିଷ୍ୟାଳୀ ଶିବିର ବୃନ୍ଦାଵତୀ ନିଵାସ ବାହାରେ। ରାତିରେ ଵୃନ୍ଦାବତୀ ନିବାସରେ ପ୍ରବେଶ କରାଇନଥିବାରୁ ବାହାରେ ବସିବାକୁ ବାଧ୍ୟ ହୋଇଥିଲେ ହବିଷ୍ୟାଳୀ। ବୃନ୍ଦାଵତୀ ନିବାସରେ ପ୍ରବେଶ କରାଇନଥିବାରୁ ଦୂର ଦୂରାନ୍ତୁ ଆସିଥିବା ହବିଷ୍ୟାଳୀ ମାନେ ହବିଷ୍ୟାଳୀ ଶିବିର ବାହାରେ ବସିରହିଥିଲେ ଯେଉଁ ମାନେ ଆସି ପୂର୍ବରୁ ପହଞ୍ଚିଯାଇଥିଲେ ସେମାନଙ୍କୁ ଯଦି ଭିତରେ ପ୍ରବେଶ କରାଇ ଦିଆଯାଇଥାନ୍ତା ତାହା ହେଲେ ସେମାନେ ବିଶ୍ରାମ ନେଇ ପାରିଥାନ୍ତେ । କିନ୍ତୁ ଦୁର୍ଭାଗ୍ୟ ହବିଷ୍ୟାଳୀଙ୍କ ଦୂରବସ୍ଥା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ