Masthead

ଚାଲିଛି କାଉଣ୍ଟିଙ୍ଗ, କାହାର ହେବ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଜନାଦେଶ । ୪ ରାଜ୍ୟର ଘୋଷଣା ହେବ ଇଲେକ୍ସନ ରେଜଲ୍ଟ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା । । ଏମପିରେ ଆଗଉଛି ବିଜେପି । ସବୁଠି ବିଜେପି ଓ କଂଗ୍ରେସର ଜୋରଦାର ଲଢେଇ । ତେଲେଙ୍ଗାନାରେ କଂଗ୍ରେସ-ବିଆରଏସ ଟକ୍କର । ଛତିଶଗଡ଼ ଓ ତେଲେଙ୍ଗାନାରେ ଆଗଉଛି କଂଗ୍ରେସ । ଏମ୍ପି ଓ ରାଜସ୍ଥାନରେ ବିଜେପିର ପଲ୍ଲା ଭାରି । ପଛରେ ଚାଲୁଛନ୍ତି କେସିଆର୍ ଓ ଭୂପେଶ । ଆଗରେ ଶିବରାଜ ଓ ଗେହଲୋଟ ।ରାଜସ୍ଥାନରେ ରହିଛି ୧୯୯ଟି ସିଟ୍ । ମ୍ୟାଜିକ୍ ନମ୍ବର ରହିଛି ୧୦୦ । ତେଲେଙ୍ଗାନାରେ ୧୧୯ ରହିଛି ବିଧାନସଭା ଆସନ । ମ୍ୟାଜିକ ନମ୍ବର ୬୦ । ଛତିଶଗଡ଼ରେ ୯୦ ବିଧାନସଭା ଆସନ ପାଇଁ ଲଢେଇ । ଜିତିବା ପାଇଁ ୪୬ ରହିଛି ମ୍ୟାଜିକ ନମ୍ବର । ୨୩୦ ସିଟ ପାଇଁ ମଧ୍ୟ ପ୍ରଦେଶରେ ଟକ୍କର । ୧୧୬ ମ୍ୟାଜିକ ନମ୍ବର ହାତେଇବା ଲକ୍ଷ୍ୟ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ