Masthead

‘ତିନି ପର୍ଯ୍ୟାୟ ନିର୍ବାଚନ ପରେ ଆମେ ପାଖାପାଖି ୨୦୦ରେ ଆସନରେ ଜିତିବୁ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ପୁଣି ଟାର୍ଗେଟ କଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା । କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅମିତ ଶାହା ଗୁରୁବାର ତେଲଙ୍ଗାନାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । କହିଛନ୍ତି,୨୦୨୪ ନିର୍ବାଚନ ହେଉଛି ରାହୁଲ ଗାନ୍ଧୀଙ୍କ ବନାମ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ । ଏହି ନିର୍ବାଚନ ଜିହାଦ ବିରୋଧରେ ଭୋଟ ଅଟେ, ଏହା ବିକାଶର ଭୋଟ ।

ତେଲଙ୍ଗାନାର ଭୋଙ୍ଗୀର ଠାରେ ଆୟୋଜିତ ସାଧାରଣ ସଭାରେ ମହାରାଣା ପ୍ରତାପଙ୍କୁ ସ୍ମରଣ କରି ଅମିତ ଶାହା କହିଛନ୍ତି, ଆଜି ମହାରାଣା ପ୍ରତାପଙ୍କ ଜନ୍ମଦିନ, ଯିଏ ମୋଗଲମାନଙ୍କ ବିରୁଦ୍ଧରେ ଲଢିଥିଲେ। ମୁଁ ତାଙ୍କୁ ନମସ୍କାର କରୁଛି। ଏହି ନିର୍ବାଚନ ହେଉଛି ରାହୁଲ ଗାନ୍ଧୀଙ୍କ ଚାଇନାର ଗ୍ୟାରେଣ୍ଟି ବିରୋଧରେ ମୋଦି ଜୀଙ୍କର ଭାରତୀୟ ଗ୍ୟାରେଣ୍ଟିର ଏକ ନିର୍ବାଚନ। ତିନି ପର୍ଯ୍ୟାୟ ନିର୍ବାଚନ ପରେ ଆମେ ପାଖାପାଖି ୨୦୦ରେ ଆସନରେ ଜିତିବୁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ