Masthead

ଆଗାମୀ ଦିନରେ ରାଜରାସ୍ତାରେ ମହିଳା ବିଜେଡି ସଂଗ୍ରାମ କରିବ: ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମହିଳା ସଶକ୍ତିକୁ ନେଇ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରତିକ୍ରିୟା । କହିଛନ୍ତି ବିଏସକେୱାଇ ଯୁଗାନ୍ତକାରୀ ଯୋଜନା, ମହିଳା ସଶକ୍ତ, ୭୦ ଲକ୍ଷରୁ ଅଧିକ ମହିଳା ଯୋଡ଼ି ହୋଇଛନ୍ତି । ତେଣୁ ୨୨ ଟି ପ୍ରସ୍ତାବ ଦେଇ ଧନ୍ୟବାଦ ଦେଇଛୁ । ସଂଗଠନକୁ ସୁଦୃଢ କରିବାକୁ ୱାର୍ଡ କମିଟି ଗଠନ, ପଂଚାୟତ କମିଟି, ବ୍ଲକ କମିଟି କରାଯିବ । କେନ୍ଦ୍ର ସରକାର ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରି ନାହାନ୍ତି ।

ଦରଦାମ ବଢିଛି, ବେକାରୀ ବଢିଛି । ଚାଷୀଙ୍କ ଆୟ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ରେଳବାଇ ଅବହେଳା, କେନ୍ଦ୍ର ଅନୁଦାନ କାଟ, ଓଡ଼ିଶା ଉପରେ ଆର୍ଥିକ ବୋଝ, ରନ୍ଧନ ଗ୍ୟାସ ରେଟ ବଢିଛି । ମହିଳା ବିଲ ଆଣିବାରେ ପଛଘୁଞ୍ଚା, ଓଡ଼ିଶା ପ୍ରତି ଅବିଚାରକୁ ନିନ୍ଦା କରୁଛୁ । ଆଗାମୀ ଦିନରେ ରାଜରାସ୍ତାରେ ମହିଳା ବିଜେଡି ସଂଗ୍ରାମ କରିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଯେଉଁ ମିଥ୍ୟା ଆରୋପ ଲଗାଯାଉଛି, ତାହାର ଦୃଢ଼ ଜବାବ ଦେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା