Masthead

ଚମ୍ପୁଆରେ 55 ଟିକିଆ ହାତୀ ପଲଙ୍କ ଉପଦ୍ରବ ।

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୫୫ ହାତୀଙ୍କ ଉପଦ୍ରବ । ହାତୀପଲ ଏହି ରେଞ୍ଜର ୧୫ ରୁ ଉର୍ଧ୍ବ ଗାଁରେ ପସି ଧାନ ଫସଲ ନଷ୍ଟ କରିଛନ୍ତି ।ଫଳରେ,ଭୟରେ କାଳ କାଟୁଛନ୍ତି ସ୍ଥାନୀୟ ଲୋକେ ।ସୂଚନା ଅନୁଯାୟୀ,ଚମ୍ପୁଆ ନିକଟ କାଳିକାପ୍ରସାଦ ସଂରକ୍ଷିତ କସିରା ଜଙ୍ଗଲରେ ୨୨ଟି ହାତୀ ଥିବା ବେଳେ,ମୁକୁନ୍ଦପୁର ଗାଁ ନିକଟରେ ଅଛନ୍ତି ୭ଟି ହାତୀ । ସେହିପରି ବାଲିବନ୍ଧ ସେକ୍ସନ ଅଧିନରେ ୧୧ଟି ହାତୀ ଥିବା ବେଳେ ବାମେବାରୀ ସେକ୍ସନରେ ୧୫ଟି ହାତୀ ଚଳପ୍ରଚଳ କରୁଛନ୍ତି ।ସନ୍ଧ୍ୟା ହେଲେ,ହାତୀପଲ ଜଙ୍ଗଲରୁ ବାହାରି ୧୫.ରୁ ଉର୍ଧ୍ବ ଗାଁରେ ପସି ଧାନ ଖାଇବା ସହିତ ଫସଲ ଦଳି ମକଚି ନଷ୍ଟ କରିଛନ୍ତି ।ବନ ବିଭାଗ ହାତୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ଯଥାସମ୍ଭବ ଚେଷ୍ଟା ଜାରି ରଖିଥିବା ବେଳେ,ସ୍ଥାନୀୟ ଲୋକେ ଭୟରେ କାଳ କାଟୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ