Masthead

ପ୍ଲେନରୁ ଖସି ପ୍ରାଣ ହରାଇଥିବା ଦୁଇଜଣଙ୍କ ମଧ୍ୟରେ ଜଣେ ଆଫଗାନିସ୍ତାନ ଫୁଟବଲ ଖେଳାଳି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାଲିବାନିଙ୍କ ଆତଙ୍କରେ ଆଫଗାନ ବାସୀ ଥରହର । ନେତା ମନ୍ତ୍ରୀ ମାନେ ଦେଶ ଛାଡ଼ିବାରେ ଲାଗିଛନ୍ତି । ସେପଟେ ସାଧାରଣ ନାଗରିକ ମାନେ ବି ପ୍ରରଣ ବିକଳରେ ଦେଶରୁ ପଳାଇଯିବାକୁ ଚେଷ୍ଟା କରୁଛନ୍ତି । ତେବେ ବିଭିନ୍ନ ଦେଶ ସେଠାରୁ ନିଜ ନାଗରିକ ମାନଙ୍କୁ ଉଦ୍ଧାର କରିବାକୁ ସ୍ୱତନ୍ତ୍ର ବିମାନ ପଠାଇଥିବା ବେଳେ ଏଥିରେ ଚଢ଼ି ପଳାଇଯିବାକୁ ବିମାନ ବନ୍ଦରରେ ଲୋକଙ୍କର ସୁଅ ଛୁଟିଥିଲା ।

ଯାହାର କରୁଣ ଚିତ୍ର ଭାଇରାଲ ମଧ୍ୟ ହୋଇଥିଲା । ତେବେ ବିମାନର ୱିଙ୍ଗସକୁ ଧରି ମଧ୍ୟ କିଛି ଲୋକ ଦେଶରୁ ପଳାଇଯିବାକୁ ଚେଷ୍ଟା କରୁଥିଲେ । କିନ୍ତୁ ବିମାନରୁ ଖସି ୩ଜଣଙ୍କର ମୃତ୍ୟୁ ହୋଇଥିଲା । ଏମାନଙ୍କ ମଧ୍ୟରେ ଥିଲେ ଆଫଗାନିସ୍ତାନର ଫୁଟବଲ ଟିମର ଖେଳାଳି ଜାକି ଅନୱାରୀ । ଏନେଇ ଆଫଗାନ ନ୍ୟୁଜ ଏଜେନ୍ସି ଆରିଆନା ଏହି ରିପୋର୍ଟ ପ୍ରକାଶ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା