ନାବାଳକ କୁ ତଂଟି ରେ ଦୌଡି ବାନ୍ଧି ମାରି ଦଳଗଡିଆ କୁ ଫିଙ୍ଗିଲେ ଦୁର୍ବୃତ ।

ବାଲେଶ୍ଵର: ବାଲେଶ୍ୱର ଜିଲ୍ଲା ନୂଆପୁର ଗ୍ରାମ ଧଇଁଆସାହି ରେ ଏକ ପରିତ୍ୟକ୍ତ ଦଲଗଢିଆରୁ ଜଣେ ସାତବର୍ଷ ନାବାଳକ ମୃତ ଶରୀରକୁ ଗ୍ରାମବାସୀ ମାନେ ଉଦ୍ଧାର କରିଛନ୍ତି।
ସୂଚନାରୁ ଜଣାଯାଏ ଯେ ଗତକିଛି ବର୍ଷ ହେଲା ରମାକାନ୍ତ ମଳିକଙ୍କ ଝିଅ କୁ ଉତ୍ତରପ୍ରଦେଶ ରେ ବାହା ଦେଇଥିଲେ।ପରେ ତା ସ୍ବାମୀ ଛାଡି ଚାଲିଯିବା ପରେ ଦୁଇଟି ପିଲାକୁ ଧରି ଝିଅ ତା ବାପା ଙ୍କ ପାଖରେ ରହୁଥିଲା।ଗତକାଲି ସନ୍ଧ୍ୟା ଠାରୁ ନାବାଳକ ହିମାଂଶୁ ବଥମ(୭ବର୍ଷ)ନିଖୋଜ ହୋଇଯାଇଥିଲେ।ବହୁ ଖୋଜାଖୋଜି ପରେ ଗ୍ରାମବାସୀ ମାନେ ନାବାଳ ହିମାଂଶୁ ର ପିନ୍ଧିଥିବା ପ୍ୟାଣ୍ଟ କୁ ୫୦୦ମିଟର ଦୂରତା ରେ ଦେଖିବାକୁ ପାଇଥିଲେ।ଆଜି ସକାଳେ ଗ୍ରାମବାସୀ ମାନେ ବହୁ ଖୋଜାଖୋଜି ପରେ ଏକ ପରିତ୍ୟକ୍ତ ଦଳ ଗଢିଆରୁ ହିମାଂଶୁ ବେକକୁ ଏକ ନାଇଲେନ ଦୌଡିରେ ବାନ୍ଧି କେଉଁ ଦୁର୍ବୃତ୍ତ ମାରି ଫିଙ୍ଗିଦେଇଥିବା ଜଣା ପଡ଼ିଛି ।ଘଟଣା ସ୍ଥଳରେ ଗୋପାଳପୁର ଫାଣ୍ଡି ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!