Masthead

ଦୌଡରାଣୀ ଦୂତୀ ଚାନ୍ଦ ଙ୍କୁ ବରଗଡ଼ ରେ ବିପୁଳ ସମ୍ବର୍ଦ୍ଧନା ।

ବରଗଡ଼ : ଅର୍ଜୁନ ପୁରସ୍କାର ପାଇବାପରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ କ୍ରୀଡ଼ାବିତ ତଥା ଧାବିକା ଦୂତୀ ଚାନ୍ଦ ଆଜି ବରଗଡ଼ ଆସିଥିବା ସମୟରେ ତାଙ୍କୁ ବରଗଡ଼ ର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସ୍ଥାନୀୟ ଅଗ୍ରଗାମୀ ଯୁବକ ସ°ଘ ପରିସରରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭା ରେ ବରଗଡ଼ ଜିଲ୍ଲା କ୍ରୀଡା ସଂସଦ ସମେତ ଓକିଲ ସଂଘ, ସାମ୍ବାଦିକ ସଂଘ, କଳାକାର ସଂଘ, ବୟନିକା ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ଗୁଡିକ ପକ୍ଷରୁ ଫୁଲତୋଡା ଏବଂ ଉପଢ଼ଉକନ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଆଜିକାଲି କେବଳ ପାଠ ପଢି ଯେ ଜଣେ କ୍ୟାରିୟର ଗଢି ପାରିବ ତା ନୁହେଁ ଜଣେ ଚାହିଁଲେ ଖେଳ କୁଦ ରେ ମଧ୍ୟ ନିଜ କ୍ୟାରିୟର ଗଢି ପାରିବ ବୋଲି ଦୌଡ଼ ରାଣୀ ଦୂତୀ ଚାନ୍ଦ ତାଙ୍କ ବରଗଡ଼ ଗସ୍ତ ସମୟରେ କହିଥିଲେ ସେହିପରି ପୁଅ ଏବଂ ଝିଅ ମାନେ ଉଭୟ ସମାନ ତେଣୁ ପିତାମାତା ମାନେ ଝିଅ ମାନଙ୍କୁ ମଧ୍ୟ ପୁଅ ଙ୍କ ପରି କ୍ରୀଡା ରେ ନିଜ କ୍ୟାରିୟର ଗଢିବା ଲାଗି ସୁଯୋଗ ଦେବା ଦରକାର ବୋଲି କହିଥିଲେ ଦୂତୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା