Before Header

ବସ୍ତା ବେଲୋରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୦ ଆହତ

0 25

ବସ୍ତା (ବଡ଼ ଖବର ବ୍ୟୁରୋ): ବସକୁ ପିଟିଲା ବସ୍, ୧୦ ଆହତ । ବସ୍ତା ବେଲୋରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତୀର୍ଥଯାତ୍ରୀ ବସକୁ ଧକ୍କା ଦେଲା ଆଉ ଏକ ତୀର୍ଥଯାତ୍ରୀ ବସ୍ । ଆହତଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି । ପୁରୀ ଯାଉଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ବସ୍ । ଘଟଣାସ୍ଥଳରେ ବସ୍ତା ପୋଲିସର ତଦନ୍ତ ଜାରି ।

Leave A Reply

Your email address will not be published.