Masthead

ନବରାତ୍ର ଆରମ୍ଭ

ଭଦ୍ରକ(ବଡ଼ ଖବର ବ୍ୟୁରୋ):ନବରାତ୍ର ଆରମ୍ଭ । ଶ୍ରୀରାମ ନବମୀ ପର୍ୟ୍ୟନ୍ତ ଚାଲିବ ନବରାତ୍ର । ଏହି ସମୟରେ ମା ଦୁର୍ଗାଙ୍କୁ ଭକ୍ତମାନେ ଆରାଧନା କରିଥାନ୍ତି । ବସନ୍ତ ଋତୁରେ ମା ଦୁର୍ଗାଙ୍କ ପୂଜା ହେଉଥିବାରୁ ଏହାକୁ ବାସନ୍ତିକ ଦୁର୍ଗା ପୂଜା କୁହନ୍ତି । ପଶ୍ଚିମବଙ୍ଗ, ଆସାମ, ମଣିପୁର, ତ୍ରିପୁରା, ଓଡ଼ିଶ. ଅରୁଣାଚଳପ୍ରଦେଶ, ଝାଡ଼ଖଣ୍ଡ ସହ ଉତ୍ତର ଭାରତର କିଛି ଅଞ୍ଚଳରେ ମଧ୍ୟ ଏହି ପୂଜା ୯ ଦିନ ଧରି ଭକ୍ତମାନେ ଭକ୍ତି ଓ ନିଷ୍ଟାର ସହ ପାଳନ କରିଥିାନ୍ତି ।

ଚୈତ୍ର ଶୁକ୍ଲ ପ୍ରତିପଦ ଠାରୁ କିଛି ଭକ୍ତ କେବଳ ଫଳ ଆହାର କରି ମାଙ୍କୁ ଆରାଧନା କରିଥାନ୍ତି । ପୂରାଣରେ କୁହାଯାଇଛି ପ୍ରଭୁ ରାମଚନ୍ଦ୍ର ଚୈତ୍ର ଠାରୁ ଆଶ୍ୱିନ ପର୍ୟ୍ୟନ୍ତ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ