Masthead

ମନ୍ତ୍ରୀ ଓ ଵିଧାୟକଙ୍କ କରୋନା ପରୀକ୍ଷା

୨୯ରୁ ବିଧାନସଭାରେ ଆରମ୍ଭ ହେଵ ମୌସୁମୀ ଅଧିବେଶନ । ଏଥିନିମନ୍ତେ ଆଜିଠୁ ବିଧାନସଭା ପରିସରରେ ହେବ କରୋନା ପରୀକ୍ଷା । ଆଜିଠାରୁ ବିଧାୟକ ଓ ତାଙ୍କ ଡ୍ରାଇଭର ଓ ପିଏସ୍ଓଙ୍କ କରୋନା ଟେଷ୍ଟ ହେବ ।
କୋଭିଡ୍ ସତର୍କତା ଯୋଗୁଁ ସିଟ୍ ଆଗରେ କାଚ ଲାଗିଛି ।
ପ୍ରଥମ ଥର ପାଇଁ କିଛି ବିଧାୟକ ଦର୍ଶକ ଗ୍ୟାଲେରୀରେ ବସିବେ ।
୬୦ ବର୍ଷରୁ ଅଧିକ ବୟସ୍କ ବିଧାୟକ ଭିଡିଓ କନଫରେନ୍ସିରେ ରହିପାରିବେ ।

ପ୍ରଶ୍ନକାଳ ବ୍ୟତିତ ଅନ୍ୟ ସବୁ ନିଷ୍ପତିକୁ ସର୍ବଦଳୀୟ ବୈଠକରେ ଗ୍ରହଣ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-ପ୍ରଶ୍ନକାଳ ବାତିଲ କରିବା ବେଆଇନ ଓ ଅସାମ୍ବିଧାନିକ । ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି-ବିଧାୟକ ଚାହିଁଲେ ପ୍ରଶ୍ନ କରିପାରିବେ ଏବଂ ମନ୍ତ୍ରୀ ଉତ୍ତର ରଖିପାରିବେ ।
ଆସନ୍ତା ୨୯ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏଁ ଚାଲିବ ଅଧିବେଶନ ।
ଚଳିତ ଅଧିଵେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ଗତ ୬ ମାସ ଭିତରେ ସରକାର ଆଣିଥିବା ୧୨ଟି ଅଧ୍ୟାଦେଶକୁ ବିଲ ଆକାରରେ ବିଧାନସଭାରେ ଉପସ୍ଥାପନ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି