Masthead

ଯେତେ ଯାଉଛନ୍ତି ଯାଆନ୍ତୁ, କିନ୍ତୁ ଫଳ ଶୂନ: ଜୟ ନାରାୟଣ ମିଶ୍ର

ଭୁବନେଶ୍ୱର  (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତ ନେଇ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ପ୍ରତିକ୍ରିୟା । କହିଲେ ଯେତେ ଯାଉଛନ୍ତି ଯାଆନ୍ତୁ, କିଛି ଫଳ ହେବ ନାହିଁ । ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଆସିବା ପାଇଁ ସମୟ ନାହିଁ । ବମ୍ବେ ଯାଉଛନ୍ତି ପୁରସ୍କାର ନେବା ପାଇଁ ଏବଂ ନିଜେ ବ୍ୟବସ୍ଥା କରି ନିଜେ ପ୍ରାୟୋଜିତ ପୁରସ୍କାର ନେଉଛନ୍ତି । କେବଳ ପଶ୍ଚିମ ଓଡିଶା ନୁହେଁ, ଯୁଆଡେ ଗଲେ ବି ନବୀନ ବାବୁଙ୍କୁ ଆଉ କେହି ଗ୍ରହଣ କରିବେ ନାହିଁ ।

ତାଙ୍କର ସ୍ଥିତି ଓଡ଼ିଶାର କୌଣସି ଜାଗାରେ ନାହିଁ । ନିଜ ମନ୍ତ୍ରୀଙ୍କୁ ନିଜେ ହତ୍ୟା କରିବା ଘଟଣା ଗାଁ ଗାଁରେ ଲୋକ ଜାଣି ଗଲେଣି । କେନ୍ଦ୍ରୀୟ ଯୋଜନା ହଡପ, ଦୁର୍ନୀତି, ପିସି କାରବାର, ଯିଏ ବିରୋଧ କରିବ ତାକୁ ଜେଲରେ ପୁରେଇବା, ମିଛ କେସ ଦେବା ଭଳି ଅତ୍ୟାଚାର ଚାଲିଛି । ଏଥିପାଇଁ ଲୋକଙ୍କର ଏ ସରକାର ଉପରେ ଅସନ୍ତୋଷ ବଢ଼ିଲାଣି । ଖୁବଶୀଘ୍ର ଏ ସରକାର ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା