Masthead

‘ରାଏବରେଲି ପାଇଁ ଗାନ୍ଧିମାନେ କାମ କରୁଛନ୍ତି; ରାହୁଲ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ ତାଙ୍କ ପରିବାର ସର୍ବଦା ରାଏବରେଲି ଲୋକଙ୍କ ପାଇଁ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦାନୀ ଏବଂ ଅମ୍ବାନୀଙ୍କ ସ୍ୱାର୍ଥରେ କାମ କରନ୍ତି । ରାଏବରେଲିର ଲୋକଙ୍କ ସହିତ ଗଭୀର ସମ୍ପର୍କ ରହିଛି ବୋଲି ରାହୁଲ କହିଛନ୍ତି । ମୋଦୀ ସରକାରଙ୍କୁ ଟାର୍ଗେଟ କରି ସେ ଦାବି କରିଛନ୍ତି ଯେ ମନରେଗା ଅଧୀନରେ ଆବଣ୍ଟିତ ୨୪ ବର୍ଷର ଆର୍ଥିକ ରାଶି ସହିତ ସମାନ ୧୬ ଲକ୍ଷ କୋଟି ଟଙ୍କାର ଋଣ ୨୨-୨୫ ଜଣ ଶୀର୍ଷ ଶିଳ୍ପପତିଙ୍କ ପାଇଁ ଛାଡ଼ କରାଯାଇଛି।

ତାଙ୍କ ଜେଜେମା ଇନ୍ଦିରା ଗାନ୍ଧି, ତାଙ୍କ ପିତା ରାଜୀବ ଗାନ୍ଧି ଏବଂ ତାଙ୍କ ମା’ ସୋନିଆ ଗାନ୍ଧି ରାଏବରେଲିରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କାମ କରିଛନ୍ତି । ଏହା ପୂର୍ବରୁ ଏହି ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧି ପ୍ରତିନିଧିତ୍ୱ କରୁଥିଲେ । ରାହୁଲ ଗାନ୍ଧି ତାଙ୍କ ଅଭିଭାଷଣରେ ମଧ୍ୟ ଅଭିଯୋଗ କରିଛନ୍ତି ଯେ ଗଣମାଧ୍ୟମ, କୃଷକ ଏବଂ ବେକାର ଯୁବକମାନଙ୍କର ସମସ୍ୟା ମୋଦୀଙ୍କ ସରକାରଙ୍କୁ ଦେଖାଯାଉ ନାହିଁ ଏବଂ ଏହା ବଦଳରେ ଶୀର୍ଷ ଶିଳ୍ପପତିଙ୍କ ପରିବାରରେ ବିବାହ କାର୍ୟ୍ୟକ୍ରମକୁ ପ୍ରାଧାନ୍ୟ ଦେଉଛି ମୋଦୀ ସରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର