ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): IAS ସ୍ତରରେ ଅଦଳବଦଳ । ୮ ଜଣ IAS ଅଧିକାରୀଙ୍କୁ ବିଭିନ୍ନ ବିଭାଗରେ ନୂଆ ନିଯୁକ୍ତି ଓ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
-ପୋମା ଟୁଡୁ ହେଲେ କୃଷି ବିଭାଗ ନିର୍ଦ୍ଦେଶକ
-ଏଥିସହ ପୋମା ଟୁଡୁଙ୍କୁ କାଜୁ ଉନ୍ନୟନ ନିଗମ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ
-ସଂଗ୍ରାମ କେଶରୀ ମହାପାତ୍ର ହେଲେ ଉତ୍ତରାଞ୍ଚଳ ରେଞ୍ଜ୍ RDC
-ଏଥିସହ WODC ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ
-ଶୁଭମ ସାକ୍ସେନାଙ୍କୁ BDA ଉପାଧ୍ୟକ୍ଷ ଦାୟିତ୍ବ -ଗାଭାଲି ପରାଗ ହର୍ଷଦଙ୍କୁ ମିଳିଲା NHM ଏମଡି ଦାୟିତ୍ବ
-ବିଜୟ ଅମୃତ କୁଲାଙ୍ଗେଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ୍ RDC ଦାୟିତ୍ବ
-ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ ଅତିରକ୍ତ ଦାୟିତ୍ବ
-ପ୍ରଣତି ଛୋଟରାୟ ହେଲେ ଓମ୍ଫେଡ୍ ଏମଡି
-ଶୁବ୍ର କୁମାର ପଣ୍ଡାଙ୍କୁ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ ଏମ୍ଡି ଭାବେ ଅତିରିକ୍ତ ଦାୟିତ୍ବ
