Masthead

ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ ଡ.ଫକୀର ମୋହନ ନାଏକ

ତେଲକୋଇ (ବଡ଼ ଖବର ବ୍ୟୁରୋ):ତେଲକୋଇ ନିର୍ବାଚନ ମଣ୍ଡଳୀରେ ଡ.ଫକୀର ମୋହନ ନାଏକ ୨ ବର୍ଷ ପୂର୍ବରୁ ତେଲକୋଇ ନିର୍ବାଚନ ମଣ୍ଡଳୀର ପ୍ରତେକ ଗାଁକୁ ଯାଇ ସଂଗଠନକୁ ମଜଭୁତ କରିଥିଲେ । ଏବଂ ଲୋକ ମାନଙ୍କୁ ପ୍ରତିଶୃତି ଦେଇଥିଲେ ମୁଁ ଏବେ ବି ଆପଣଙ୍କ ସାଥିରେ ଅଛି ବିଜୟୀ ହେବା ପରେ ମଧ୍ୟ ଆପଣଙ୍କ ପାଖକୁ ଆସିବି ଆଉ ଆପଣଙ୍କ ପାଖରେ ଛିଡାହେବି ବୋଲି ଜନସାଧାରଣକୁ ପ୍ରତିଶୃତି ଦେଇଥିଲେ । ତାଙ୍କ କଥା ଅନୁଯାଇ ନିର୍ବାଚିତ ହେଲା ପରେ ତେଲକୋଇ ନିର୍ବାଚନ ମଣ୍ଡଳୀର ବାଂଶପାଳ ବ୍ଲକର ବିଭିନ୍ନ ବଞ୍ଚାୟତକୁ ଯାଇ ସେଠାରେ ବୈଠକ କରି ଲୋକମାନଙ୍କ ମୌଳିକ ସମସ୍ୟା ବୁଝିବା ସହ ସାଙ୍ଗେ ସାଙ୍ଗେ କିପରି ସମସ୍ୟା ସମାଧାନ ହେଇ ପାରିବ ସେ ନେଇ ଜନସାଧାରଣଙ୍କୁ ଉଦ୍ଭଧନ ଦେଇଥିଲେ । ଏହା ସହ ସେ କହିଥିଲେ ଯେ ହେତୁ ମୁଁ ରାଜନୀତି କରିବା ପାଇଁ ଆସିନି ମୁଁ ଲୋକଙ୍କ ସେବା କରିବା ପାଇଁ ଆସିଛି । ଯେ ହେତୁ ମୁଁ ଡାକ୍ତର ଥିଲି ମୋ ଠାରୁ ଦୁଇଟି ସେବା ପାଇ ପାରିବେ ଗୋଟେଏ ରାଜନୈତିକ ସେବା ଅନ୍ୟପକ୍ଷେ ଡାକ୍ତରୀ ସେବା । ବିଗତ ୨୪ ବର୍ଷ ଭିତରେ ବିଧାୟଙ୍କୁ କେହିବି ଦେଖିନଥିଲେ ଏବେ ବିଧାୟକୁ ପାଖରେ ଦେଖି ଜନସାଧାରଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏବଂ 5T ବିଦ୍ୟାଳୟ ଗୁଡିକୁ ଯାଇ କିପରି କାମ ହୋଇଛି ତାହାକୁ ପରିଦର୍ଶନ କରିବା ସହ ସ୍କୁଲର ଅନ୍ୟ ସମସ୍ୟା ବିଷୟରେ ବୁଝିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ