ନିର୍ବାଚନ ପୂର୍ବରୁ ବଦଳିଲେ ୧୩ ଜିଲ୍ଲା ସଭାପତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପୂର୍ବରୁ ଜୋସ ଦେଖାଉଛି କଂଗ୍ରେସ । ବଦଳିଛନ୍ତି ୧୩ ଜିଲ୍ଲା ସଭାପତି । ଜିଲ୍ଲା ସଭାପତି ପରିବର୍ତ୍ତନ କରି ଦଳକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ଦଳ । ରାଜ୍ୟରେ ୩୦ଟି ଜିଲ୍ଲାରେ ରହିଛି । କିନ୍ତୁ କଂଗ୍ରେସ ୩୫ଟି ସାଂଗଠନିକ ଜିଲ୍ଲା ତିଆରି କରିଛି ।

ଏହି ସବୁ ଜିଲ୍ଲାରେ ବି ସଭାପତି ନିଯୁକ୍ତି କରିଛି । ଗଂଜାମ, ମୟୂରଭଞ୍ଜ ଦୁଇଟି ବଡ ଜିଲ୍ଲା ହୋଇଥିବାରୁ କଂଗ୍ରେସ ଏଠାରେ ପୂର୍ବ ପଶ୍ଚିମ ଜିଲ୍ଲା ଭାବେ ଦୁଇ ଜଣଙ୍କୁ ସାଂଗଠନିକ ଜିଲ୍ଲା ସଭାପତି ନିଯୁକ୍ତ କରିଛି । ଗୋଟିଏ ପଟେ ନିର୍ବାଚନ ପାଇଁ ଅନାଲାଇନ ଟିକେଟ ଆବେଦନ ପ୍ରକ୍ରିୟା କରି ଦଳୀୟ ନେତାଙ୍କ ମନରେ ଆଗ୍ରହ ଭରିଛି କଂଗ୍ରେସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’