Masthead

ପୋଲିସର କାର୍ଯ୍ୟାନୁଷ୍ଠାନ ଆମକୁ କିଛି ଫରକ ପଡ଼ିବ ନାହିଁ : କେସି ବେଣୁଗୋପାଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସକୁ ଝଟକା । ମହାତ୍ମା ଗାନ୍ଧିଙ୍କ ସମାଧିସ୍ଥଳ ରାଜଘାଟରେ ଦିଲ୍ଲୀ ପୋଲିସ ଜାରି କଲା ୧୪୪ । ୫ ରୁ ଅଧିକ ବ୍ୟକ୍ତି ରାଜଘାଟ ଠାରେ ଏକାଠି ହୋଇପାରିବେ ନାହିଁ ବୋଲି ଦିଲ୍ଲୀ ଡେପୁଟି ପୋଲିସ କମିଶନର ଦିଲ୍ଲୀ ପ୍ରଦେଶ କମିଟିର କାର୍ଯ୍ୟାଳୟ ସମ୍ପାଦକଙ୍କୁ ଜଣାଇଦେଇଛି । ଆଇନ ଶୃଙ୍ଖଳା ଓ ଟ୍ରାଫିକ ସମସ୍ୟା ଯୋଗୁଁ ରାଜଘାଟରେ ପ୍ରସ୍ତାବିତ ସତ୍ୟାଗ୍ରହ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି ।

ତେଣେ ବରିଷ୍ଠ କଂଗ୍ରେସ ନେତା କେସି ବେଣୁ ଗୋପାଳ ଟ୍ୱିଟ କରି ମୋଦି ସରକାରଙ୍କୁ ଭର୍ସନା କରିଛନ୍ତି । ବେଣୁ ଗୋପାଳ କହିଛନ୍ତି ସଂସଦରେ ଆମେ ନରୀବ ରହିବା ପରେ ମଧ୍ୟ କେନ୍ଦ୍ରସରକାର ଆମକୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ପାଇଁ ଅନୁମତି ଦେଉନାହିଁ । ଏହା ମୋଦି ସରକାରଙ୍କର ଏକ ଅଭ୍ୟାସ । ବିରୋଧୀମାନେ ଆନେ୍ଦାଳନ କଲେ ପୋଲିସ ଲଗାଇ ବନ୍ଦ କରିଦିଆଯାଉଛି । ପୋଲିସର କାର୍ଯ୍ୟାନୁଷ୍ଠାନ ଆମକୁ କିଛି ଫରକ ପଡ଼ିବ ନାହିଁ । ସତ୍ୟ ପାଇଁ ଆମ ସଂଗ୍ରାମ ଜାରି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ