Before Header

ଟୁଇଟର ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ରାହୁଲ

0 29

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସଂସଦ ସଦସ୍ୟତା ଛାଡିବା ପରେ ତାଙ୍କ ଟୁଇଟର ଆକାଉଣ୍ଟର ବାୟୋ ବଦଳାଇଛନ୍ତି । ରାହୁଲ ‘ଅଯୋଗ୍ୟ ଏମ୍‌ପି’ ଲେଖି ନିଜ ଟୁଇଟର ଆକାଉଣ୍ଟର ବାୟୋ ପରିବର୍ତ୍ତନ କରିଛନ୍ତି। ଏବେ ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି ।

୪ ବର୍ଷ ତଳରେ ବିବାଦୀୟ ବୟାନ ଦେଇଥିବା ରାହୁଲଙ୍କୁ ଗୁରୁବାର ସୁରତ ସେସନ୍ସ କୋର୍ଟ ୨ ବର୍ଷର ଜେଲ ଦଣ୍ଡାଦେଶ ଦେଇଥିଲେ । ବାସ୍ତବରେ ଏହା ରାହୁଲଙ୍କ ଟୁଇଟର ଆକାଉଣ୍ଟରେ ଲେଖାଯାଇଛି ଯେ ଏହା ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଥିବା ରାହୁଲ ଗାନ୍ଧୀଙ୍କ ଅଧିକାରୀକ ଆକାଉଣ୍ଟ । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Leave A Reply

Your email address will not be published.