Masthead

୧୧୪ ଦିନରେ ୧୭ କୋଟି ଟିକାକରଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୋଭିଡ୍‌ ଦ୍ୱିତୀୟ ଲହର ସଂକ୍ରମଣରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଭାରତ ଏବେ ଆଉ ଏକ ଗୌରବ ଲାଭ କରିଛି । ସମ୍ପୂଣ୍ଣଁ ଦେଶରେ ୧୭କୋଟି ଟିକା ଦେବାରେ ଭାରତ ଏବେ ବିଶ୍ୱର ଦ୍ରୁତତମ ରାଷ୍ଟ୍ର । ଟିକା ଦିଆଯିବାର ୧୧୪ ଦିନ ମଧ୍ୟରେ ଭାରତ ଏହି ଲକ୍ଷ ହାସଲ କରିଛି । ତେବେ ବିଶ୍ୱର ସର୍ବବୃହତ ଜନ ସଂଖ୍ୟା ବିଶିଷ୍ଟ ଦେଶ ଚୀନକୁ ଏଥିପାଇଁ ୧୧୯ ଦିନ ଲାଗିଥିଲା । ସେହିପରି ଆମେରିକାକୁ ମଧ୍ୟ ଏଥିପାଇଁ ୧୧୫ ଦିନ ସମୟ ଲାଗିଥିଲା ।

ଦେଶରେ ଏବେ ତୃତୀୟ ପର୍ଯ୍ୟାୟ ଟିକାକରଣର ଚାଲିଥିବା ବେଳେ ଏଥିରେ ୧୮ରୁ ୪୪ ବର୍ଷ ବୟସର ନାଗରିକ ମାନଙ୍କର ମଧ୍ୟ ଟିକାକରଣ ଚାଲିଛି । ଯଦିଓ ଟିକା ଅଭାବରୁ ସବୁ ରାଜ୍ୟରେ ଏହା ଏବେ ପର୍ଯ୍ୟନ୍ତ ସଠିକ ଅନୁସାରେ ଚାଲିପାରିନି ତଥାପି ଗତ ୨୪ଘଣ୍ଟା ମଧ୍ୟରେ ୧୮ରୁ ୪୪ ବର୍ଷ ବୟସର ଦେଶରେ ୨କୋଟି ୪୬ହଜାର ବ୍ୟକ୍ତି ଟିକା ନେଇସାରିଛନ୍ତି । ସେହିପରି ୨୪ଘଣ୍ଟା ମଧ୍ୟରେ ମୋଟ ୬.୮କୋଟି ଲୋକ ଟିକା ନେଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା