Masthead

ବର୍ଷା ପ୍ରିୟଦର୍ଶିନୀ ଗଲେ ସୁପ୍ରିକୋର୍ଟ ।

ବଡ଼ ଖବର ବ୍ୟୁରୋ।
ଭୁବନେଶ୍ୱର: ସୁପ୍ରିକୋର୍ଟ ଗଲେ ବର୍ଷା ପ୍ରିୟଦର୍ଶିନୀ । ଅନୁଭବ ମହାନ୍ତି କରିଥିବା ଛାଡପତ୍ର ମାମଲା କୁ କଟକ ହାଇକୋର୍ଟ କୁ ସ୍ଥାନାନ୍ତର କରିବା ପାଇଁ ଦ୍ବାରସ୍ଥ ହେଲେ ବର୍ଷା । ପଟିଆଲା ହାଉସ କୋର୍ଟ ରେ ଛାଡପତ୍ର ମାମଲା ଦାୟର କରିଥିଲେ ଅନୁଭବ ମହାନ୍ତି ।
ଗତ କିଛି ଦିନ ଧରି ଲାଗି ରହିଥିବା ବର୍ଷା ଓ ଅନୁଭବ ବିବାଦ ।
ଅନୁଭବ ମହାନ୍ତି ଙ୍କ ନିର୍ଯାତନା ସହି ନ ପାରି ପ୍ରଥମେ ବର୍ଷା ପ୍ରିୟଦର୍ଶିନୀ କଟକ ସ୍ଥିତ ଏସ୍ ଡି ଏମ୍ କୋର୍ଟ ରେ ଏକ ମାମଲା ଦାୟର କରିଥିଲେ । ପରବର୍ତ୍ତୀ କାଳରେ ଅନୁଭବ ମଧ୍ୟ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିରୋଧରେ ଏକ ଛାଡପତ୍ର ମାମଲା ଦିଲ୍ଲୀ ସ୍ଥିତ ପଟିଆଲା କୋର୍ଟ ରେ ଦାୟର କରିଥିଲେ ।
କିନ୍ତୁ ଆଜି ସୂଚନା ମୁତାବକ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା