Masthead

୩ ଘାନା ନାଗରିକ ଅଟକ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଏମଭି ଗ୍ରେଟ୍ ସେଙ୍ଗ ୱେନ ଜାହାଜରେ ଲୁଚି ଆସୁଥିବା ବେଳେ ଧରା ପଡ଼ିଲେ ତିନି ଜଣ ଘାନା ନାଗରିକ । ଏହି ତିନି ଜଣ ଘାନା ନାଗରିକ ସିଆଇଏସଏଫ ହେପାଜତରେ ଅଛନ୍ତି । ପାରାଦ୍ୱୀପ ପୋର୍ଟରେ ଜାହାଜ ଲାଗିବା ପରେ ଆରମ୍ଭ ହେଲା ତନାଘନା । ଜାହାଜଟି ହଂକଂ ହେଶର ହୋଇଥିବା ବେଳେ ଏମାନେ ଜାହାଜକୁ ଆସିଲେ କିପରି ସେ ନେଇ ଉଠୁଛି ପ୍ରଶ୍ନ ।

ଏମଭି ଗ୍ରେଟ୍ ସେଙ୍ଗ ୱେନ୍ ଜାହାଜ ହଂକଂ ଦେଶର ହୋଇଥିବା ବେଳେ ଏହି ଜାହାଜରେ ଏମାନେ ଆସିଲେ କିପରି । ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହି ଜାହାଜରେ ୨୦ କ୍ରିୟୁ ସଦସ୍ୟ ଥିବାବେଳେ ଏମାନେ ୩ ଜଣ ଘାନା ଦେଶର ନାଗରିକ ବୋଲି ଚିହ୍ନଟ କରାଯାଇଛି। ଏମାନଙ୍କ ଉଦ୍ଦେଶ୍ୟ କଣ ଥିଲା , ଏମାନେ କେଉଁ ଦେଶକୁ ଯାଇଥାନ୍ତେ, ଏମାନେ କେଉଁ ପୋର୍ଟରୁ ଜାହାଜ ଭିତରେ କିଭଳି ଭବରେ ପ୍ରବେଶ କଲେ ତାକୁ ନେଇ ଏବେ ତଦନ୍ତ ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ