Masthead

୩୧.୫ ଫୁଟର ରୁୁଦ୍ରାକ୍ଷ ଶିବ ଲିଙ୍ଗ

ଗୁଜୁରାଟ(ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ମହାଶିବରାତ୍ରୀ । ପ୍ରତି ଶୈବ ପୀଠରେ ଲାଗିଛିି ଶ୍ରଦ୍ଧାଳୁଙ୍କ ଭିଡ଼ । ବିଭିନ୍ନ ଶୈବପୀଠରେ ବାବାଙ୍କ ପୂଜାର୍ଚ୍ଚନା କରାଯାଉଛି । ରଙ୍ଗୀନ ଆଲୋକମାଳା ସହ ସଜେଇ ହୋଇଛି ସମସ୍ତ ଶିବାଳୟ । ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ଓ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କିନ୍ତୁ ଗୁଜୁରାଟର ଧରାମପୁରରେ ନିଆରା ଢଙ୍ଗରେ ଦେଖିବାକୁ ମିଳିଛି ଶିବ ଲିଙ୍ଗ ।

ଭଗବାନ ଭୋଳାନାଥଙ୍କ ୩୧ ଲକ୍ଷ ରୁଦ୍ରକ ସହିତ ୩୧.୫ ଫୁଟ ଉଚ୍ଚ ଶିବଲିଙ୍ଗ ନିର୍ମାଣ କରିଛନ୍ତି । ଏହି ଶିବଲିଙ୍ଗ ଶୁକ୍ରବାର ଦିନ ମହାଶିବରାତ୍ରି ଉଦ୍ଦେଶ୍ୟରେ ଉନ୍ମୋଚିତ ହୋଇଥିଲା । ଏହା ସହିତ ଭୋଳାନାଥଙ୍କୁ ଭକ୍ତମାନେ ଧୁମଧାମରେ ପୂଜାର୍ଚ୍ଚନା କରିଛନ୍ତି । ଖାଲି ସେତିକି ନୁହେଁ ଲୋକମାନେ ଏହି ଶିବଲିଙ୍ଗ ଦେଖିବା ପାଇଁ ଦୂରାଦୂରାନ୍ତରୁ ଆସି ପହଞ୍ଚୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବ୍ରାଉନ ସୁଗାର ବେପାରୀ ଘରେ ବୁଲିଲା ବୁଲଡୋଜର 🔴 ଭଦ୍ରକରେ ଏନକାଉଣ୍ଟର 🔴 ମୋକିମ କିଏ… ବର୍ଷିଲେ ଭକ୍ତ 🔴 ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ପହିଲି ଭୋଗ ନୀତି 🔴 ଜାଡ଼ରେ ଥରୁଛି ସାରା ଓଡ଼ିଶା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼