Masthead

୩୧ ୱାର୍ଡକୁ ଗୋଟିଏ ମସା ନିବାରଣ ଟିଫା ମେସିନ

ବାଲେଶ୍ବର(ବଡ଼ ଖବର ବ୍ୟୁରୋ): ବାଲେଶ୍ବର ପାଳୁଛି ପୌରପାଳିକା ସ୍ୱାୟତ୍ତ ଶାସନ ଦିବସ । ବାଲେଶ୍ବର ପୌରପାଳିକା ବାଲେଶ୍ବର ବାସୀଙ୍କୁ ସେବା ଯୋଗାଇବାରେ ବିଫଳ । ବର୍ଷା ଓ ଡେଙ୍ଗୁ ସମୟରେ ବାଲେଶ୍ବର ପୌରପାଳିକାର ୩୧ ୱାର୍ଡକୁ ଗୋଟିଏ ମସା ନିବାରଣ ଟିଫା ମେସିନ କେମିତି ଯୋଗାଉଛି ସେବା । ବଢ଼ିଛି ସହର ବଢ଼ିଛି ଜନସଂଖ୍ୟା ମାତ୍ର ପୌରପାଳିକାରେ ସରକାରଙ୍କ ଗଡୁଛି ମାଳ ମାଳ ଯୋଜନା କିନ୍ତୁ କାର୍ୟ୍ୟ କରିବାକୁ ନାହାନ୍ତି ଅଧିକାରୀ ଓ କର୍ମଚାରୀ । ଲୋକେ ହେଉଛନ୍ତି ହିନସ୍ଥା, ବର୍ଷ ବର୍ଷ ଧରି ବାଲେଶ୍ବର ପୌର ପାଳିକା ଗୋଟିଏ ମେସିନ ଦ୍ଵାରା କେମିତି ଚାଲିଛି ସହରର ମସା ନିୟନ୍ତ୍ରଣ କାର୍ୟ୍ୟ । ଡେଙ୍ଗୁର ଭୟାଭବ ଦେଖି ୩୦ ଲକ୍ଷ ଟଙ୍କାରେ ଆସିଥିବା ମଶା ନିୟନ୍ତ୍ରଣ ମେସିନ ବି ଆସିବା ପ୍ରଥମ ଦିନରୁ ଅଚଳ ପୌରପାଳିକା ଅଫିସ ଭିତରେ ପଡ଼ିଛି । ଯେଉଁଠି ଲୋକଙ୍କୁ ଗୋଟିଏ ପେଟ ଡେଙ୍ଗୁ ଡରାଉ ଥିବାବେଳେ ସହରରେ ସ୍ବଚ୍ଛତା ଓ ମସା ନିୟନ୍ତ୍ରଣ ସେବା , ମାତ୍ର ବାଲେଶ୍ବର ବାସୀଙ୍କୁ ଏମିତି ସେବା ଯୋଗାଇ ସରକାରଙ୍କ ଠାରୁ ସ୍ବଚ୍ଛତାର ପୁରସ୍କାର ନେବାକୁ ମନ ବଲାଉଛି ବାଲେଶ୍ବର ପୌରପାଳିକା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା