Masthead

ରାଜସ୍ଥାନ ଗଲେ ୪୮ ବନ୍ୟଜନ୍ତୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସେଣ୍ଟ୍ରାଲ ଯୁ ଅଇରେଟିଙ୍କ ଅନୁମୋଦନ କ୍ରମେ ହେଉଛି ବନ୍ୟଜନ୍ତୁ ଅଦଳବଦଳ କରାଯାଇଛି । ବୁଧବାର ନନ୍ଦନକାନନରୁ ରାଜସ୍ଥାନ ଯାଇଛି ୪୮ ବନ୍ୟଜନ୍ତୁ । ଏହା ବଦଳରେ ରାଜସ୍ଥାନରୁ ଆସିବେ ୮ ଜୀବଜନ୍ତୁ । ରାଜସ୍ଥାନ ଜୟପୁର ନହରଗଡ ଚିଡିଆଖାନାକୁ ଯାଇଛି ୨ ମହାବଳବାଘ । ବାଘ ସହ ୪୮ ଅନ୍ୟ ପଶୁୁପକ୍ଷୀଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ରାଜସ୍ଥାନ ଚିଡିଆଖାନାରୁ ଏକ ୪ ଜଣିଆ ଟିମ ପହଞ୍ଚି ସମସ୍ତ ଜୀବଜନ୍ତୁଙ୍କୁ ଏକ କେଜରେ ଆବଦ୍ଧ କରି ରାଜସ୍ଥାନ ନିଆଯାଇଛି । ଯାଇଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ଧଳା ଅଣ୍ଡିରା ବାଘ ଚିନୁ ଓ ନାଲି ସାଧାରଣ ବାଘୁଣୀ ରାନୀ ରହିଛି ।

ସେହିପରି ଅଣ୍ଡିରା ବାରାହା ଓ ୪୮ଅନ୍ୟ ପ୍ରଜାତିର ରଙ୍ଗବେରଙ୍ଗର ପକ୍ଷୀଙ୍କୁ ବି ସ୍ଥାନାନ୍ତର କରାଯିବ । ସେଥିରେ ୧ ଯୋଡା କଲରାପତରିଆ ବାଘ । ଏକ ଯୋଡା ଧୂସର ଗଧିଆ, ଏକ ଯୋଡା ଘଡିଆଳ କୁମ୍ଭୀର , ୧ ଯୋଡା ଚିଙ୍କାରୀ ହରିଣ ଆସିବା ଲାଗି ସେଣ୍ଟ୍ରାଲ ଯୁ ଅଥରେଟି ଅନୁମୋଦନ କରିଛନ୍ତି । ବନ୍ୟଜନ୍ତୁଙ୍କ ଅଦଳ ବଦଳ ପ୍ରକ୍ରିୟାରେ ନନ୍ଦନକାନନର ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡା ସହଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ