Masthead

ବଡ଼ଦିନରେ ଚର୍ଚ୍ଚ ମନା

କନ୍ଧମାଳ(ବଡ଼ ଖବର ବ୍ୟୁରୋ): କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ବଡଦିନରେ ଚର୍ଚ୍ଚ ଯିବା ଉପରେ କଟକଣା ଜାରି କରିଛି ପ୍ରଶାସନ । କନ୍ଧମାଳ ଜିଲ୍ଲାରେ ଏଭଳି କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ । ଡିସେମ୍ବର ୨୫ରେ ବଡଦିନ ପାଳନ କରାଯାଇଥାଏ । ଚଳିତ ବର୍ଷ କରୋନା କଟକଣା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ପ୍ରଶାସନ । ଚର୍ଚ୍ଚରେ ଲାଇଟ ଲାଗିବ ନାହିଁ କି ସାଜ୍ଜସଜ୍ଜା ହେବନାହିଁ । ଘରେ ରହି ବଡଦିନ ପାଳନ କରିବାକୁ କୁହାଯାଇଛି । କେବଳ ୧୫ ଜଣଙ୍କୁ ନେଇ ଚର୍ଚ୍ଚରେ ବଡଦିନ ପାଳନ କରାଯିବ । ଖ୍ରୀଷ୍ଟିଆନ ମାନଙ୍କର ଏହା ବଡପର୍ବ ହୋଇଥିବା ବେଳେ ସରକାରଙ୍କ ଏହି ନିଷ୍ପତି ଶ୍ରଦ୍ଧାଳୁଙ୍କୁ ନିରାଶ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ