Masthead

ବିବାହ କରିବେ ନୋରା!

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଓଡ୍ ର ଆଇଟମ ଗର୍ଲ ନୋରା ଫତେହି ତାଙ୍କ ଲୁକ ଓ ଡ୍ୟାନ୍ସ ପାଇଁ ରହିଥା’ନ୍ତି ସବୁବେଳେ ଚର୍ଚ୍ଚାରେ । ମାତ୍ର ଏବେ ତାଙ୍କର ଏକ ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ‘ହ୍ୱାଟ ୱମେନ ୱାନ୍ଟ’ ନାମକ ଟିଭି ସୋ’ରେ ଯାଇଥିବା ସମୟରେ ଏହି କମେଣ୍ଟ କରିଥିଲେ । ସେହି ସମୟରେ କରୀନା କପୁର ମଧ୍ୟ ଉପସ୍ଥିତ ଥିଲେ । ସୋ’ରେ ସେ କହିଥିଲେ ଯେ , “ମୁଁ ତୈମୁରଙ୍କୁ ବିବାହ କରିବାକୁ ଚାହେଁ । ତୈମୁରଙ୍କୁ ଦେଖିବା ପରଠୁ ସେ ମୋତେ ଭଲ ଲାଗନ୍ତି ।”

ଏହାକୁ ଶୁଣି କରୀନା ଉତ୍ତରରେ କହିଥିଲେ, “ତୈମୁର ଏବେ ୪ବର୍ଷର ।” ପରେ ନୋରା କହିଥିଲେ, “ ତୈମୁର ବଡ ହେବା ଯାଏ ମୁଁ ଅପେକ୍ଷା କରିବି ।”

ଷ୍ଟାର କିଡ୍ ତୈମୁର ମଧ୍ୟ ଜନ୍ମ ହେବା ପରଠୁ ସବୁବେଳେ ସୋସିଆଲ ମିଡିଆର ଫ୍ରଣ୍ଟ ପେଜ୍ ରେ ରୁହନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା