Masthead

ଆଜି ୨୧ ସ୍ପେଶାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାରିଖ ଆସେ ତାରିଖ ଯାଏ । ହେଲେ କିଛି ତାରିଖ ବେଶ୍ ସ୍ୱତନ୍ତ୍ର ଥାଏ । ଯାହା ସମସ୍ତଙ୍କ ହୃଦୟରେ ଛାପଟିଏ ଛାଡ଼ିଦିଏ । ଏଇ ଯେମିତି ଆଜିର ତାରିଖ । ଆଜିର ତାରିଖକୁ ଟିକେ ଭଲ କରି ଦେଖନ୍ତୁ । ଆଜି ହେଉଛି ୨୧ ଜାନୁଆରୀ ୨୦୨୧ । ତାରିଖରେ କିଛି ସ୍ୱତନ୍ତ୍ରତା ଦେଖିପାରୁଛନ୍ତ କି? ଯଦି ଦେଖିପାରୁ ନାହାନ୍ତି ତାହେଲେ ଆମେ ଆପଣଙ୍କୁ କହିବୁ କାହିଁକି ଆଜି ଏକ ଖାସ୍ ତାରିଖ ।

ଆପଣ ଜାଣିଛନ୍ତି ଆମେ ଏକବିଂଶ ଶତାବ୍ଦୀ ଦେଇ ଗତିକରୁଛେ । ତାସହ ଏହି ଶତାବ୍ଦୀର ଏକବିଂଶ ବର୍ଷରେ ଆମେ ପହଞ୍ଚିଛେ । ତା ସହ ଆଜି ହେଉଛି ଏକବିଂଶ ତାରିଖ । ମାନେ ଏକବିଂଶ ଶତାବ୍ଦୀ, ଏକବିଂଶ ବର୍ଷ ଓ ଏକବିଂଶ ତାରିଖ ଆଜି । ସେଇଥିପାଇଁ ତ ଆମେ କହୁଛୁ, ଆଜି ହେଉଛି ‘୨୧’ ସ୍ପେଶାଲ । ଆପଣଙ୍କୁ ‘୨୧’ ସ୍ପେଶାଲର ଅଭିନନ୍ଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ