Masthead

ବିଧାନସଭା ଅଧିବେଶନ: ତୃତୀୟ ଦିନରେ ବି ଗୃହ ଅଚଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଜି ବିଧାନସଭାରେ ତୃତୀୟ ଦିନରେ ଚାଲିପାରିଲା ନାହିଁ ଗୃହ । ଗୃହ ଆରମ୍ଭରୁ ହଟ୍ଟଗୋଳ । ଗୃହ କାର୍ଯ୍ୟ ମାତ୍ର ୩ମିନିଟ ଚାଲିଥିବା ବେଳେ ପ୍ରଥମେ ଦିନ ୧୧.୩୦ ଏବଂ ପରେ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି । ବାଚସ୍ପତିଙ୍କ ପୋଡିୟମ ନିକଟରେ ବିରୋଧି ପ୍ଲା କାର୍ଡ ଧରି ନାରାବାଜି କରିଥିଲେ । ମଣ୍ଡିରେ କାନ୍ଦୁଛି ଚାଷୀ ବ୍ୟାନର ଧରି ବିରୋଧ କରିଥିଲେ ।

ବିରୋଧିଙ୍କ ହଟ୍ଟଗୋଳ ମଧ୍ୟରେ ଖାଦୂ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖୁଛନ୍ତି । ସେ କହିଛନ୍ତି ୫୫.୦୩ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଗତବର୍ଷ ୪୫.୬୧ଲକ୍ଷ ମେଟ୍ରିକ ଟନ ସଂଗ୍ରହ ହୋଇଥିଲା । ଗତ ଖରିଫ ତୁଳନାରେ ଚଳିତ ଖରିଫରେ ଅଧିକ ୨୫ପ୍ରତିଶତ ନାମମାତ୍ର ଚାଷୀ ଓ ୨୦ପ୍ରତିଶତ ଅଧରକ କ୍ଷୁଦ୍ର ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିଛନ୍ତି ।

ଯେ ପର୍ଯ୍ୟନ୍ତ ସରକାର ଆଲୋଚନାକୁ ନ ଓହ୍ଲାଇବେ ଓ ଚାଷୀ ସମସ୍ୟାର ସମାଦାନ ନକରିବେ ସେ ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି କଂଗ୍ରେସ ବିଧାୟକ ତାରା ବାହିନି ପତି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ