Masthead

ବାଇକରେ ବୁଲୁଛନ୍ତି ଅର୍ଦ୍ଧନାରୀଶ୍ୱର

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ପବିତ୍ର ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ସାରା ଦେଶ । ସମସ୍ତ କରୁଛନ୍ତି ଶିବଙ୍କ ଆରାଧାନା । ଏକ ନିଆରା ଢଙ୍ଗରେ ଆରାଧନା କରିଛନ୍ତି ଜଣେ ସେଲିବ୍ରେଟି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲିଟିଛି । ସେ ନିଜକୁ ଭଗବାନ ଶିବଙ୍କ ଅର୍ଦ୍ଧନାରୀଶ୍ୱର ବେଶରେ ସଜାଇଛନ୍ତି। ଟେଲିଭିଜନ ଅଭିନେତ୍ରୀ ଏକତା ଜୈନ । ମହାଶିବରାତ୍ରି ଅବସରରେ ଅର୍ଦ୍ଧନାରୀଶ୍ୱର ବେଶରେ ତାଙ୍କୁ ଦେଖିବାକୁ ମିଳିଛି।

ଖାଲି ସେତିକି ନୁହେଁ ବାଇକ ପଛପଟେ ବସି ସେ ହାତରେ ତ୍ରିଶୁଳ ଏବଂ ଡମ୍ବୁରୁ ଧରି ଶୁଟିଂ ସେଟକୁ ଯାଉଥିବା ନଜର ମଧ୍ୟ ଆସିଛନ୍ତି। ଏବେ ତାଙ୍କର ଏହି ଫଟୋ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ , ପ୍ରସିଦ୍ଧ ଭଜନ ଗାୟକ ତଥା ପୂର୍ବତନ ବିଗ୍‌ ବସ୍ ପ୍ରତିଯୋଗୀ ଅନୁପ ଜଲୋଟା ନିକଟରେ ‘ସତ୍ୟ ସାଇ ବାବା’ଙ୍କ ବାୟୋପିକରେ ଅଭିନୟ କରିଥିଲେ। ଏବେ ଏହାର ସିକ୍ୱେଲ ତିଆରି ଚାଲିଛି । ଏହି ବାୟୋପିକ ଫିଲ୍ମରେ ଏକତା ଜୈନ ମଧ୍ୟ ଅଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼