Masthead

ନାଗା ସାଧୁଙ୍କୁ ପୋଲିସର ମାଡ, ଚାରିଆଡୁ ନିନ୍ଦା

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀ ଶ୍ରୀମନ୍ଦିରରେ ନାଗା ସାଧୁଙ୍କ ଉପରେ ଆକ୍ରମଣ । ଆକ୍ରମଣ କରିଛି ପୁରୀ ପୋଲିସ । ଯାହାକି ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟ ଜନକ ଘଟଣା । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଭକ୍ତଙ୍କ ଭଗବାନ, କିନ୍ତୁ ଏଭଳି ଏକ ପବିତ୍ର ସ୍ଥାନରେ ଜଣେ ଭକ୍ତଙ୍କ ଉପରେ ପୋଲିସର ଆକ୍ରମଣ କେବେ ହେଲେ ଗ୍ରହଣ ଯୋଗ୍ୟ ତାହା ବର୍ତ୍ତମାନ କାଳରେ ଜଗନ୍ନାଥ ପ୍ରେମୀଙ୍କ ମନରେ ବଡ ପ୍ରଶ୍ନବାଚି ସୃଷ୍ଟି କରିଛି ।

କଥିତ ଅଛି ସନାତନ ଧର୍ମ ଓ ସଂସ୍କୃତି ଉପରେ ଯେବେ କୌଣସି ବିପଦ ଆସିଛି ନାଗା ସାଧୁମାନେ ସେତେବେଳେ ନିଜ ଜୀବନକୁ ବାଜି ଲଗାଇ ଧର୍ମ ଓ ସଂସ୍କୃତି ରକ୍ଷା ପାଇଁ ଯତପରନାସ୍ତି ଚେଷ୍ଟା କରିଛନ୍ତି । କିନ୍ତୁ ଏହି କଥାଟା ହୁଏତ ଆମ ପୋଲିସ ପ୍ରଶାସନ ଅବଗତ ନୁହନ୍ତି । ସେଥିପାଇଁ ଏଭଳି କାମ କରିଛନ୍ତି । ତେଣୁ ଲୋକମୁଖରେ ଏହାକୁ ନିନ୍ଦା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ